ଓଡିଶା

odisha

ETV Bharat / state

ରାଜପଥ ସମ୍ପ୍ରସାରଣ ବେଳେ ଉତ୍ତେଜନା, 144 ଧାରା ଜାରି - angul news

ବଇଣ୍ଡା ଠାରେ ରାସ୍ତା ସମ୍ପ୍ରସାରଣ ପାଇଁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଉତ୍ତେଜନା ଦେଖାଯାଇଛି । ଫଳରେ ସେଠାରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Sep 11, 2019, 10:56 PM IST

ଅନୁଗୋଳ: ଜିଲ୍ଲାରେ 55 ନଂ ଜାତୀୟ ରାଜପଥର ବଇଣ୍ଡା ଠାରେ ରାସ୍ତା ସମ୍ପ୍ରସାରଣ ପାଇଁ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ଉତ୍ତେଜନା ଦେଖାଯାଇଛି । ଫଳରେ ସେଠାରେ ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଦୀର୍ଘଦିନ ଧରି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ହେଲେ ଠିକ ସମୟରେ ଲୋକଙ୍କୁ କ୍ଷତିପୂରଣ ମିଳୁ ନ ଥିବାରୁ ଲୋକେ ସ୍ଥାନ ଛାଡୁ ନାହାଁନ୍ତି। ତେଣୁ ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇ ପାରୁନାହିଁ । ତେଣୁ ଆଜି ପୋଲିସ ଉପସ୍ଥିତିରେ ଉଚ୍ଛେଦ କରାଯିବା ସହ 144 ଧାରା ଲାଗୁ କରା ଯାଇଥିଲା । ଆସନ୍ତାକାଲି ମଧ୍ୟ ସେଠାରେ ଉଚ୍ଛେଦ କାର୍ଯ୍ୟ ଜାରି ରହିବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details