ଓଡିଶା

odisha

ETV Bharat / state

ଜଙ୍ଗଲ ସଂରକ୍ଷଣ, ଜୀବିକା ସୃଷ୍ଟିକୁ ନେଇ ସଚେତନତା କର୍ମଶାଳା, ସମୀକ୍ଷା-2

ଜିଲ୍ଲାରେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଜଙ୍ଗଲ ଜନଜାତି କିଭଳି ଲଘୁ ଜାତ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିବା ସହ ଜଙ୍ଗଲକୁ ରକ୍ଷା କରିବେ, ସେ ନେଇ ଅନୁଷ୍ଠିତ ହୋଇଛି କର୍ମଶାଳା, ସମୀକ୍ଷା 2019-20 । ଅଧିକ ପଢନ୍ତୁ...

By

Published : Jan 11, 2020, 8:52 AM IST

Awareness Programme forest conservation
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲାରେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଜଙ୍ଗଲ ଜନଜାତି କିଭଳି ଲଘୁ ଜାତ ଜଙ୍ଗଲ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରିବା ସହ ଜଙ୍ଗଲକୁ ରକ୍ଷା କରିବେ, ସେ ନେଇ ଅନୁଷ୍ଠିତ ହୋଇଛି କର୍ମଶାଳା, ସମୀକ୍ଷା 2019-20 । ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଆଧାରରେ ବିଶ୍ବ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ କର୍ମଶାଳାରେ ଜଙ୍ଗଲ ଦ୍ରବ୍ୟ ଲୋକଙ୍କର ଓ ଏହା ଉପରେ ସେମାନଙ୍କ ଅଧିକାର ଉପରେ ଆଲୋଚନା ହୋଇଥିଲା ।

ଜୀବିକା ସୃଷ୍ଟିକୁ ନେଇ ସଚେତନତା କର୍ମଶାଳା, ସମୀକ୍ଷା-2


ଏହି କର୍ମଶାଳାରେ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ନିର୍ଦେଶକ ସୁଦର୍ଶନ ପଣ୍ଡା, ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ଅନ୍ୟ ଅତିଥିଙ୍କ ସହ ବନବିଭାଗ କର୍ମଚାରୀ ଓ ଜଙ୍ଗଲ ଅଧିବାସୀ ଯୋଗ ଦେଇଥିଲେ ।


ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details