ଓଡିଶା

odisha

ETV Bharat / state

ମଦ ମୃତ୍ୟୁ ଘଟଣା: ରାଜସ୍ୱ, ଅବକାରୀ ଓ ପୋଲିସର ମିଳିତ ତଦନ୍ତ - angul liquor death case

ମଦ ମୃତୁ ଘଟଣା । ରାଜସ୍ୱ, ଅବକାରୀ ଓ ପୋଲିସର ମିଳିତ ତଦନ୍ତ ଆରମ୍ଭ । ଅନୁଗୋଳ ଜିଲ୍ଲାପାଳଙ୍କ ସୂଚନା ଦୋଷୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ।

ମଦ ମୃତ୍ୟୁ ଘଟଣା: ରାଜସ୍ୱ, ଅବକାରୀ ଓ ପୋଲିସର ମିଳିତ ତଦ
ମଦ ମୃତ୍ୟୁ ଘଟଣା: ରାଜସ୍ୱ, ଅବକାରୀ ଓ ପୋଲିସର ମିଳିତ ତଦ

By

Published : Oct 29, 2020, 2:33 PM IST

ଅନୁଗୋଳ: ଜିଲ୍ଲା ପଥରଗଡ଼ ମଦ ମୃତ୍ୟୁ ଘଟଣାରେ ଚାରିଜଣଙ୍କର ମୃତ୍ୟୁ ହେବା ପରେ ଆରମ୍ଭ ହୋଇଛି ତଦନ୍ତ । ଅବକାରୀ, ରାଜସ୍ବ ଏବଂ ପୋଲିସ ବିଭାଗ ମିଳିତ ଭାବେ ଘଟଣାର ତଦନ୍ତ କରୁଥିବା ଅନୁଗୋଳ ଜିଲ୍ଲାପାଳ ସିଦ୍ଧାନ୍ତ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି ।

ମଦ ମୃତ୍ୟୁ ଘଟଣା: ରାଜସ୍ୱ, ଅବକାରୀ ଓ ପୋଲିସର ମିଳିତ ତଦ

ଉପଜିଲ୍ଲାପାଳ, ଅବକାରୀ ଅଧିକ୍ଷକ ଗାଁକୁ ଘଟଣା ବାବଦରେ ଟିକିନିଖି ଖବର ନେଇଛନ୍ତି । ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯିବ । ଆଇନଆନୁଯାୟୀ ଯାହା ଦୋଷୀଙ୍କ ବିରୁଦ୍ଧରେ କଯ୍ୟାନୁଷ୍ଠାନ ନିଆଯିବ । ଜବଦ ହୋଇଥିବା ସ୍ପିରିଟକୁ ପରୀକ୍ଷା ପାଇଁ ପଠାଯାଇଛି । ଏତତ ବ୍ୟତୀତ ଯେଉଁ ଦୁଇ ଜଣଙ୍କ ମୃତଦେହକୁ ଗାଁ ରେ ପୋଡି ଦିଆଯାଇଥିଲା ସେମାଙ୍କ ଭିସିରା ରିପୋର୍ଟ ପରୀକ୍ଷା ପାଇଁ ପଠା ଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।

ଏନେଇ ବୁଧବାର ରାଜ୍ୟ ଅବକାରୀ ମନ୍ତ୍ରୀ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details