ଓଡିଶା

odisha

By

Published : Sep 16, 2019, 2:14 PM IST

ETV Bharat / state

ମାଟିଆମୁଣ୍ଡିଆ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ ସଦର ରେଞ୍ଜ ଭାପୁର ସେକ୍ସନ ମାଟିଆମୁଣ୍ଡିଆ ଜଙ୍ଗଲ କଦମପାଳ ଗାଁ ପାଖ ଜଙ୍ଗଲରୁ ଏକ ମାଈ ହାତୀର ମୃତଦେହ ଠାବ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଢେଙ୍କାନାଳରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଜିଲ୍ଲାର ସଦର ରେଞ୍ଜ ଭାପୁର ସେକ୍ସନ ମାଟିଆମୁଣ୍ଡିଆ ଜଙ୍ଗଲ କଦମପାଳ ଗାଁ ପାଖ ଜଙ୍ଗଲରୁ ହାତୀର ମୃତଦେହ ଠାବ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାନୁଯାୟୀ, ମାଈହାତୀର ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଏନେଇ ବନବିଭାଗ ଅଧିକ ତଦନ୍ତ ଆରମ୍ଭ କରିଛି । ତାର ବୟସ ପାଖାପାଖି 20 ବର୍ଷ ହେବ ବୋଲି ଅନୁମାନ କରିଛି ବନବିଭାଗ ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details