ଓଡିଶା

odisha

By

Published : Jul 26, 2021, 9:22 AM IST

ETV Bharat / sports

Tokyo Olympics: ଫେନ୍‌ସର ଭବାନୀ ଦେବୀ ପରାସ୍ତ, ପ୍ରତିଯୋଗିତାରୁ ବାଦ୍‌

ବ୍ରୁନେଟ୍‌ଙ୍କ ଠାରୁ 15-7 ପଏଣ୍ଟ ବ୍ୟବଧାନରେ ହାରିଲେ ଭବାନୀ ଦେବୀ । ଅଧିକ ପଢନ୍ତୁ...

Fencer Bhavani Devi loses in Round of 32, out of Tokyo Olympics
Tokyo Olympics: ଫେନ୍‌ସର ଭବାନୀ ଦେବୀ ପରାସ୍ତ, ପ୍ରତିଯୋଗିତାରୁ ବାଦ୍‌

ଟୋକିଓ: ଫେନ୍ସର ଭବାନୀ ଦେବୀ ନିଜର ପୂର୍ବ ପ୍ରଦର୍ଶନକୁ ଦୋହରାଇବାରେ ବିଫଳ ହୋଇଛନ୍ତି । ଫ୍ରାନ୍ସର ଉଚ୍ଚ ମାନ୍ୟତା ପ୍ରତିପକ୍ଷ ମୋନୋନ ବ୍ରୁନେଟଙ୍କ ଠାରୁ ପରାସ୍ତ ହୋଇଛନ୍ତି ।

ମହିଳା ସାବ୍ରେ ଇଭେଣ୍ଟର ରାଉଣ୍ଡ ଅଫ୍‌ 32 ପର୍ଯ୍ୟାୟ ମ୍ୟାଚରେ ଭବାନୀ ପରାଜିତ ହେବାପରେ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ବ୍ରୁନେଟ୍‌ଙ୍ ଠାରୁ 15-7 ପଏଣ୍ଟ ବ୍ୟବଧାନରେ ହାରିଛନ୍ତି ଭବାନୀ । ଏଥିସହ ତାଙ୍କର ଟୋକିଓ ଅଲମ୍ପିକ ଅଭିଯାନ ଶେଷ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details