ଓଡିଶା

odisha

By

Published : Sep 18, 2020, 3:39 PM IST

ETV Bharat / sports

ଆହତ କାରଣରୁ ଫ୍ରେଞ୍ଚ ଓପନରୁ ଓହରିଲେ ନାଓମି ଓସାକା

ଆହତ କାରଣରୁ ଚଳିତ ବର୍ଷର ଫ୍ରେଞ୍ଚ ଓପନ ଖେଳିବେ ନାହିଁ ବୋଲି ନାଓମି ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି ।

US Open champion Naomi Osaka pulls out of French Open due to hamstring injury
ଆହତ କାରଣରୁ ଫ୍ରେଞ୍ଚ ଓପନରୁ ଓହରିଲେ ନାଓମି ଓସାକା

ନୂଆଦିଲ୍ଲୀ: ଫ୍ରେଞ୍ଚ ଓପନରୁ ଓହରିଲେ ୟୁଏସ ଓପନ ଚମ୍ପିଆନ ନାଓମି ଓସାକା । ଆହତ କାରଣରୁ ଚଳିତ ବର୍ଷର ଫ୍ରେଞ୍ଚ ଓପନ ଖେଳିବେ ନାହିଁ ବୋଲି ନାଓମି ଟ୍ୱିଟ ଯୋଗେ ଘୋଷଣା କରିଛନ୍ତି ।

ନାଓମି ଓସାକା

ଫ୍ରେଞ୍ଚ ଓପନ ସେପ୍ଟେମ୍ବର 27ରୁ ରୋନାଲ୍ଡ ଗାରୋସରେ ଆରମ୍ଭ ହେବ । ମହାମାରୀ କୋରୋନା ଭାଇରସ ଯୋଗୁଁ ଟୁର୍ଣ୍ଣାମେଣ୍ଟର ପୂର୍ବ ସୂଚୀରେ ପରିବର୍ତ୍ତନ କରାଯାଇଛି । ଓସାକା ନିକଟରେ ଶେଷ ହୋଇଥିବା ୟୁଏସ ଓପନ ଫାଇନାଲରେ ଭିକ୍ଟୋରିଆ ଆଜରେଙ୍କାଙ୍କୁ ହରାଇ ଟାଇଟଲ ବିଜେତା ହୋଇଥିଲେ ।

ଫ୍ରେଞ୍ଚ ଓପନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details