ଓଡିଶା

odisha

ETV Bharat / sports

ପଞ୍ଚମ ଇଟାଲିୟନ ଓପନ ଟାଇଟେଲ ଜିତିଲେ ନୋବାକ ଜୋକଭିକ

ୟୁଏସ ଓପନରୁ ବାଦ ପଡିବାର 15 ଦିନ ପରେ ବିଶ୍ବର ନଂ1 ଟେନିସ ଷ୍ଟାର ନୋବାକ ଜୋକଭିକ 5ଥର ପାଇଁ ଇଟାଲିୟନ ଓପନ ଟାଇଟେଲ ବିଜେତା ହୋଇଛନ୍ତି ।

Djokovic back on track with fifth Rome title
ପଞ୍ଚମ ଇଟାଲିୟନ ଓପନ ଟାଇଟେଲ ଜିତିଲେ ନୋବାକ ଜୋକଭିକ

By

Published : Sep 22, 2020, 3:58 PM IST

ରୋମ୍: ୟୁଏସ ଓପନରୁ ବାଦ ପଡିବାର 15 ଦିନ ପରେ ବିଶ୍ବର ନଂ1 ଟେନିସ ଷ୍ଟାର ନୋବାକ ଜୋକଭିକ ଆଉ ଏକ ସଫଳତାର ଅଧିକାରୀ ହୋଇଛନ୍ତି । ସୋମବାର 5ଥର ପାଇଁ ଇଟାଲିୟନ ଓପନ ଟାଇଟେଲ ବିଜେତା ହୋଇଛନ୍ତି ଜୋକଭିକ । ଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାର ଡିଏଗୋ ସ୍କୱାର୍ଟମନଙ୍କୁ 7-5, 6-3 ସେଟରେ ହରାଇଛନ୍ତି ଜୋକଭିକ । ଏଥିସହିତ 36ତମ ମାଷ୍ଟର୍ସ 1000 ଟ୍ରଫି ଅଧିକାରୀ ହୋଇଛନ୍ତି ।

ପଞ୍ଚମ ଇଟାଲିୟନ ଓପନ ଟାଇଟେଲ ଜିତିଲେ ନୋବାକ ଜୋକଭିକ

ଟେନିସ ମାନ୍ୟତାରେ ମଧ୍ୟ କ୍ରମାଗତ 287 ସପ୍ତାହ ଶୀର୍ଷ ସ୍ଥାନରେ ରହିବା ସହ ପେଟେ ସାମପ୍ରସଙ୍କୁ ଅତିକ୍ରମ କରିଛନ୍ତି । ତେବେ ରୋଜର ଫେଡେରେର 310 ସପ୍ତାହ ଶୀର୍ଷ ସ୍ଥାନରେ ରହଛନ୍ତି ।

ପଞ୍ଚମ ଇଟାଲିୟନ ଓପନ ଟାଇଟେଲ ଜିତିଲେ ନୋବାକ ଜୋକଭିକ
ପଞ୍ଚମ ଇଟାଲିୟନ ଓପନ ଟାଇଟେଲ ଜିତିଲେ ନୋବାକ ଜୋକଭିକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details