ହାଇଦ୍ରାବାଦ: ରାଷ୍ଟ୍ରୀୟ ଡୋପ ଯାଞ୍ଚ ପ୍ରୟୋଗଶାଳା ଉପରେ 6 ମାସ ପାଇଁ ପ୍ରତିବନ୍ଧକ ଲଗାଇଲା ଓ୍ବାଡା । ଦେଶରେ ଆଣ୍ଟି ଡୋପିଙ୍ଗ ଅଭିଯାନ ଚାଲିଥିବା ସମୟରେ ବିଶ୍ବ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ଓ୍ବାଡା) ଏହି ପଦକ୍ଷେପ ନେଇଛି ।
ରାଷ୍ଟ୍ରୀୟ ଡୋପ ଯାଞ୍ଚ ପ୍ରୟୋଗଶାଳା ଉପରେ ଓ୍ବାଡା ଲଗାଇଲା ପ୍ରତିବନ୍ଧକ - ରାଷ୍ଟ୍ରୀୟ ଡୋପ ଯାଞ୍ଚ ପ୍ରୟୋଗଶାଳା
ରାଷ୍ଟ୍ରୀୟ ଡୋପ ଯାଞ୍ଚ ପ୍ରୟୋଗଶାଳା ଉପରେ 6 ମାସ ପାଇଁ ପ୍ରତିବନ୍ଧକ ଲଗାଇଲା ଓ୍ବାଡା ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଓ୍ବାଡାର ବଜ୍ଞପ୍ତି ଅନୁସାରେ, ନିରକ୍ଷଣ ସମୟରେ ଏନଡିଟିଏଲର ପ୍ରୟୋଗଶାଳା ପାଇଁ ନିର୍ଦ୍ଧାରିତ ଅନ୍ତରାଷ୍ଟ୍ରୀୟ ମନଦଣ୍ଡ ନଥିବାରୁ ଏହି ପ୍ରତିବନ୍ଧକ ଲଗାଯାଇଛି ।
ଅନୁମାନ କରାଯାଉଛି ଯେ, ରାଷ୍ଟ୍ରୀୟ ଆଣ୍ଟି ଡୋପିଙ୍ଗ ଏଜେନ୍ସି(ନାଡା) ଏବେ ବି ନମୁନା ଏକତ୍ର କରି ପାରିବ । କିନ୍ତୁ ଏହି ପ୍ରତିବନ୍ଧକ ସମୟସୀମା ସମୟରେ ଦେଶ ବାହାରେ ଥିବା ପ୍ରୟୋଗଶାଳାରେ ଯାଞ୍ଚ କରିବ ।