ଓଡିଶା

odisha

ETV Bharat / sports

ସାଉଥ ଏସିଆନ ଗେମସ: ସ୍ବର୍ଣ୍ଣ ବିଜୟୀନି ସାକ୍ଷୀ

ସାଉଥ ଏସିଆନ ଗେମସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଅଲମ୍ପିକ ପଦକ ବିଜେତା ସାକ୍ଷୀ ମଲ୍ଲିକ ।

By

Published : Dec 8, 2019, 11:41 PM IST

Updated : Dec 9, 2019, 1:00 AM IST

ସାକ୍ଷୀ ମଲ୍ଲିକ
ସାକ୍ଷୀ ମଲ୍ଲିକ

କାଠମାଣ୍ଡୁ: ଅଲମ୍ପିକ ପଦକ ବିଜେତା ସାକ୍ଷୀ ମଲ୍ଲିକ ଖେଳାଯାଉଥିବା ସାଉଥ ଏସିଆନ ଗେମସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । କୁସ୍ତିରେ ଭାରତୀୟ କୁସ୍ତି ଯୋଦ୍ଧାଙ୍କର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ଭାରତୀୟ ଖେଳାଳି ସମସ୍ତ 12ଟି ବର୍ଗରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।

ସାକ୍ଷୀ ମଲ୍ଲିକ

62 କିଲୋଗ୍ରାମ ବର୍ଗରେ ସାକ୍ଷୀ ଏକତରଫା ବିଜୟ ହାସଲ କରି ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ପୁରୁଷ ପ୍ରୀଷ୍ଟାଇଲ ବର୍ଗରେ ରବିନ୍ଦର ପାକିସ୍ତାନର ଏମ ବିରାଲଙ୍କୁ ହରାଇ ବାଜିମାତ କରିଛନ୍ତି । ପୂର୍ବରୁ ଶ୍ରୀଲଙ୍କା ଓ ବାଂଲାଦେଶ ଖେଳାଳିଙ୍କୁ ମଧ୍ୟ ହରାଇଥିଲେ ରବିନ୍ଦର । ପୱନ କୁମାର ପୁରୁଷ ଫ୍ରି ଷ୍ଟାଇଲ 86 କିଲୋଗ୍ରାମ ଓ ଅଂଶୁ ମହିଳା 59 କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି ।

Last Updated : Dec 9, 2019, 1:00 AM IST

ABOUT THE AUTHOR

...view details