ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ କପିଲ ଦେବ କହିଛନ୍ତି, ଯେଉଁ ଭାରତୀୟ ଖେଳାଳିମାନେ ଦଳ ପାଇଁ ନିୟମିତ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି, ସେମାନେ ଆଇପିଏଲ ଖେଳିବା ବନ୍ଦ କରନ୍ତୁ । ଯଦି ସେମାନ ଭାବୁଛନ୍ତି ଯେ, ସେମାନେ ଅଧିକ କ୍ରିକେଟ ଖେଳୁଛନ୍ତି ତେବେ ଚଳିତ ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ଅଧିନାୟକ ବିରାଟ କୋହିଲ ଦେଇଥିବା ବୟାନକୁ ଟାର୍ଗେଟ କରି କପିଲ ଦେବ ଏମିତି କହିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।
ଯଦି କ୍ରିକେଟ ଖେଳି ଥକି ଯାଉଛ, ଆଇପିଏଲ ଛାଡ: କପିଳ ଦେବ - IPL
‘‘ଯଦି ଆପଣ ଭାବୁଛନ୍ତି ଆପଣ କ୍ରିକେଟ ଖେଳି ଥକି ଯାଉଛନ୍ତି । ତେବେ ଆପଣ ଆଇପିଏଲ୍ ଖେଳିବାନ୍ତୁ ନାହିଁ ।’’
ଯଦି କ୍ରିକେଟ ଖେଳି ଥକି ଯାଉଛ, ଆଇପିଏଲ ଛାଡ: କପିଳ ଦେବ
ଉଲ୍ଲେଖାଥାଉ କି, ଭାରତ ଅଧିନାୟକ ବିରାଟ କୋହଲି କହିଥିଲେ ଯେ ସେମାନେ ଷ୍ଟାଡିୟମରେ ଅବତରଣ କରିବା ସହ ସିଧା ଖେଳିବାକୁ ଯାଉଛନ୍ତି । ଏକ ସମାରୋହରେ ଯୋଗ ଦେଇ କପିଲ ଗଣମାଧ୍ୟମକୁ କହିଛନ୍ତି ଯେ, ‘‘ଯଦି ଆପଣ ଭାବୁଛନ୍ତି ଆପଣ କ୍ରିକେଟ ଖେଳି ଥକି ଯାଉଛନ୍ତି । ତେବେ ଆପଣ ଆଇପିଏଲ୍ ଖେଳନ୍ତୁ ନାହିଁ ।’’