ହାଇଦ୍ରାବାଦ: ରୁଷିଆର ଆଣ୍ଟି ଡୋପିଙ୍ଗ ଏଜେନ୍ସିର ପ୍ରମୁଖ ୟୁରୀ ଗାନସଙ୍କୁ ବରଖାସ୍ତ କରାଯାଇଛି । ସ୍ଥାନୀୟ ସମାଚର ଏଜେନ୍ସିରୁ ସୂଚନା ମିଳୁଛି ।
ରୁଷିଆର ଆଣ୍ଟି ଡୋପିଙ୍ଗ ଏଜେନ୍ସିର ପ୍ରମୁଖ ୟୁରୀ ଗାନସଙ୍କୁ ବରଖାସ୍ତ
ରୁଷିଆର ଆଣ୍ଟି ଡୋପିଙ୍ଗ ଏଜେନ୍ସିର ପ୍ରମୁଖ ୟୁରୀ ଗାନସଙ୍କୁ ବରଖାସ୍ତ କରାଯାଇଛି । ସ୍ଥାନୀୟ ସମାଚର ଏଜେନ୍ସିରୁ ସୂଚନା ମିଳୁଛି ।
ରୁଷିଆର ଆଣ୍ଟି ଡୋପିଙ୍ଗ ଏଜେନ୍ସିର ପ୍ରମୁଖ ୟୁରୀ ଗାନସଙ୍କୁ ବରଖାସ୍ତ
ଗତବର୍ଷ ଓ୍ବାର୍ଲ୍ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଅଭିଯୋଗ ଥିଲା ରୁଷିଆ ନମୁନା ସହ ହେରାଫେରି କରୁଛି ।
ଓ୍ବାଡା କହିଛି ଯେ, ଡୋପ ଟେଷ୍ଟ ପାଇଁ ଖେଳାଳିଙ୍କ ଭୁଲ ନମୁନା ପଠାଉଥିଲା । ଯାଞ୍ଚ ପରେ ଏହା ସତ ବୋଲି ଜଣା ପଡିଛି ।