ରାଞ୍ଚି: ଟୋକିଓ ଅଲମ୍ପିକ ପାଇଁ ବିଶ୍ବବ୍ୟାପୀ ପ୍ରସ୍ତୁତି ଚାଲିଛି । ଭାରତ ମଧ୍ୟ ନିଜର ଅଲମ୍ପିକ ଟିମ ପ୍ରସ୍ତୁତ କରୁଛି । ଏକାଧିକ ଖେଳାଳି ଅଲମ୍ପିକ ଟିକେଟ ହାସଲ କରି ସାରିଥିବାବେଳେ ଅନେକ ପ୍ରୟାସ ଜାରି ରଖିଛନ୍ତି ।
ଭାରତୀୟ ଅଲମ୍ପିକ ଟିମରେ ଝାଡଖଣ୍ଡର 3ଜଣ ମହିଳା ତୀରନ୍ଦାଜଙ୍କୁ ସ୍ଥାନ ମିଳିଛି । ଏହି 3 ଖେଳାଳି ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।