ଓଡିଶା

odisha

ETV Bharat / sports

CWG 2022: ଟେବୁଲ ଟେନିସ ଟିମ୍‌ ଇଭେଣ୍ଟର ଭାରତକୁ ସ୍ୱର୍ଣ୍ଣ ପଦକ

ଟେନିସ୍‌ ଇଭେଣ୍ଟ୍‌ରେ ସିଙ୍ଗାପୁରକୁ ମାତ୍‌ ଦେଇ ସ୍ୱର୍ଣ୍ଣ ପଦକ ହାତାଇଲା ଭାରତୀୟ ପୁରୁଷ ଟେବୁଲ୍‌ ଟେନିସ୍‌ ଟିମ୍‌ । ଅଧିକ ପଢ଼ନ୍ତୁ

By

Published : Aug 2, 2022, 8:33 PM IST

CWG 2022: ଟେବୁଲ ଟେନିସ ଟିମ୍‌ ଇଭେଣ୍ଟର ଭାରତକୁ ସ୍ବର୍ଣ୍ଣ ପଦକ
CWG 2022: ଟେବୁଲ ଟେନିସ ଟିମ୍‌ ଇଭେଣ୍ଟର ଭାରତକୁ ସ୍ବର୍ଣ୍ଣ ପଦକ

ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତକୁ ମିଳିଲା ପଞ୍ଚମ ସ୍ୱର୍ଣ୍ଣ ପଦକ । ଟେବୁଲ ଟେନିସ୍‌ ଇଭେଣ୍ଟ୍‌ରେ ସିଙ୍ଗାପୁରକୁ ମାତ୍‌ ଦେଇ ସ୍ବର୍ଣ୍ଣ ପଦକ ହାତାଇଲା ଭାରତୀୟ ପୁରୁଷ ଟେବୁଲ୍‌ ଟେନିସ୍‌ ଟିମ୍‌ । ଏହି ଇଭେଣ୍ଟ୍‌ରେ ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ ।

ସାଥିଆନ୍‌ ଓ ହରମିତ୍‌ ନିଜର ଏକକ ଓ ଯୁଗଳ ବର୍ଗ ମ୍ୟାଚ୍‌ରେ ବିଜୟ ହାସଲ କରିଥିଲେ । ସିଙ୍ଗାପୁରକୁ ୩-୧ ସେଟ୍‌ରେ ପରାଜିତ କରିଛି ଭାରତୀୟ ଟେବୁଲ ଟେନିସ ଟିମ୍‌ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ହୋଇଛି ।

For All Latest Updates

TAGGED:

ABOUT THE AUTHOR

...view details