ନୂଆଦିଲ୍ଲୀ: ଜୀବନ ରେସରେ ହାରିଗଲେ କିମ୍ବଦନ୍ତୀ ଫର୍ମୁଲା-1 ଡ୍ରାଇଭର ନିକି ଲଉଦା । 70ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ତିନିଥର ଫର୍ମୁଲା-1 ରେସିଂରେ ଚମ୍ପିଆନ ହୋଇଥିଲେ ।
ପରଲୋକରେ କିମ୍ବଦନ୍ତୀ ଫର୍ମୁଲା-1 ଡ୍ରାଇଭର ନିକି ଲଉଦା
ଜୀବନ ରେସରେ ହାରିଗଲେ କିମ୍ବଦନ୍ତୀ ଫର୍ମୁଲା-1 ଡ୍ରାଇଭର ନିକି ଲଉଦା । 70 ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ତିନିଥର ଫର୍ମୁଲା-1 ରେସିଂରେ ଚମ୍ପିଆନ ହୋଇଥିଲେ ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ସେ 1975, 1977 ଓ 1984 ମସିଆରେ ଫର୍ମୁଲା-1 ରେସିଂରେ ଚମ୍ପିଆନ ହୋଇଥିଲେ । ସେ ଦୀର୍ଘ 8ମାସ ହେଲା ଫୁସଫୁସ ଜନିସ ସମସ୍ୟା ଦେଇ ଗତି କରୁଥିଲେ । ଏକ ଅଷ୍ଟ୍ରେଲିଆନ ଗଣମାଧ୍ୟମ ଅନୁସାରେ ମଙ୍ଗଳବାର ସକାଳୁ ତାଙ୍କର ଦେହାନ୍ତ ଘଟିଛି ।
Last Updated : May 21, 2019, 2:10 PM IST