ଓଡିଶା

odisha

By

Published : Jul 31, 2021, 4:29 PM IST

ETV Bharat / sports

Tokyo Olympics: କ୍ବାର୍ଟରରେ ଝୁଣ୍ଟିଲେ ବକ୍ସର ପୂଜା, ମଉଳିଲା ପଦକ ଆଶା

କ୍ବାର୍ଟର-ଫାଇନାଲରେ ପରାଜୟ ପରେ ପ୍ରତିଯୋଗିତାରୁ ବାଦ ପଡିଲେ ବକ୍ସର ପୂଜା ରାନୀ । ଅଧିକ ପଢନ୍ତୁ...

Tokyo Olympics: Boxer Pooja Rani goes down to Li Qian in quarterfinal
Tokyo Olympics: କ୍ବାର୍ଟର-ଫାଇନାଲରେ ହାରିଲେ ବକ୍ସର ପୂଜା ରାନୀ

ଟୋକିଓ:ଟୋକିଓ ଅଲମ୍ପିକର ନବମ ଦିନରେ ବକ୍ସିଂରେ ପୁଣି ନିରାଶ ଭାରତ । କ୍ବାର୍ଟର-ଫାଇନାଲରେ ପରାଜୟ ପରେ ପ୍ରତିଯୋଗିତାରୁ ବାଦ ପଡିଲେ ପୂଜା । ଶନିବାର ଖେଳାଯାଇଥିବା ମହିଳା ୭୫ କିଲୋଗ୍ରାମ କ୍ବାର୍ଟରରେ ଚାଇନାର ଲି କିଆନଙ୍କ ଠାରୁ ୫-୦ରେ ପରାସ୍ତ ହୋଇଛନ୍ତି ପୂଜା ରାନୀ ।

ପୂଜାଙ୍କୁ ହରାଇ ଚାଇନିଜ ବକ୍ସର ମେଗା ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details