ଓଡିଶା

odisha

ETV Bharat / sports

ସିଜିନ ଆରମ୍ଭ ପୂର୍ବରୁ ପ୍ରିମିୟର ଲିଗର ସୁରକ୍ଷା କଟକଣା ଜାରି

ଆସନ୍ତକାଲି(ଜୁନ 17)ଠରୁ ସ୍ଥଗିତ ଥିବା ଇଂଲିସ ଫୁଟବଲ ପ୍ରିମିୟର ଲିଗ ଆରମ୍ଭ ହେବ । ତେବେ ଏହା ପୂର୍ବରୁ କ୍ଳବ ପକ୍ଷରୁ କୋରୋନା ଭାଇରସ ସତର୍କତା ମୂଳକ କଟକଣା ଜାରି କରାଯାଇଛି ।

Premier League reveals safety norms before resumption of suspended season
ସିଜିନ ଆରମ୍ଭ ପୂର୍ବରୁ ପ୍ରିମିୟର ଲିଗର ସୁରକ୍ଷା କଟକଣା ଜାରି

By

Published : Jun 16, 2020, 6:34 PM IST

ଲଣ୍ଡନ: ଆସନ୍ତକାଲି (ଜୁନ 17)ଠରୁ ସ୍ଥଗିତ ଥିବା ଇଂଲିସ ଫୁଟବଲ ପ୍ରିମିୟର ଲିଗ ଆରମ୍ଭ ହେବ । ତେବେ ଏହା ପୂର୍ବରୁ କ୍ଳବ ପକ୍ଷରୁ କୋରୋନା ଭାଇରସ ସତର୍କତା ମୂଳକ କଟକଣା ଜାରି କରାଯାଇଛି ।

ସିଜିନ ଆରମ୍ଭ ପୂର୍ବରୁ ପ୍ରିମିୟର ଲିଗର ସୁରକ୍ଷା କଟକଣା ଜାରି

ଏହି କଟକଣା ଅଂଶଗ୍ରହଣକାରୀ ସମସ୍ତ କ୍ଳବ ପାଇଁ ମାନ୍ୟ ହେବ । ସମସ୍ତ ମ୍ୟାଚ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହି ହାଇଭୋଲଟେଜ ଫୁଟବଲ ଲିଗ ସ୍ଥଗିତ ରହିଥିଲା ।

ପ୍ରଥମେ ବିଦେଶୀ ଖେଳାଳି ଓ ପରେ ଘରୋଇ ଖେଳାଳି ପଡିଆକୁ ପ୍ରବେଶ କରିବେ ବୋଲି ଇଂନିସ ପ୍ରିମିୟର ଲିଗ(EPL) ପକ୍ଷରୁ ସ୍ପଷ୍ଟ କରାଯାଇଛି । ମ୍ୟାତ ପୂର୍ବରୁ କିମ୍ବା ପରେ ଖେଳାଳି ପରସ୍ପର ହାତ ମିଳାଇବାକୁ ମଧ୍ୟ ବାରଣ କରାଯାଇଛି । ଜାତୀୟ ସଙ୍ଗୀତ ଗାନ ସମୟରେ ଖେଳାଳିଙ୍କୁ ପରସ୍ପର ହାତ ଧରିବାକୁ ନେଇ ମଧ୍ୟ କଟକଣା ରହିଛି ।

ABOUT THE AUTHOR

...view details