ହାଇଦ୍ରାବାଦ: ଦେଶରେ ଆରମ୍ଭ ହୋଇଯାଇଛି ଆଇପିଏଲ୍ ଫିଭର । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ନଭେମ୍ବର ୨୬ (ରବିବାର) ସମସ୍ତ ୧୦ ଦଳ ସେମାନଙ୍କ ରିଲିଜ୍ ଓ ରିଟେନ୍ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ହେଲେ ଆଇପିଏଲ୍ ୨୦୨୪ ପାଇଁ ଟ୍ରେଡ୍ ୱିଣ୍ଡୋ ବନ୍ଦ ହେବାର ଶେଷ ସମୟରେ ଦୁଇଟି ବଡ଼ ମାଷ୍ଟର ଟ୍ରେଡ୍ ଦେଖିବାକୁ ମିଳିଥିଲା । ଯାହା ଫଳରେ ରିଟେନ୍ ଓ ରିଲିଜ୍ ଅଙ୍କରେ ମଧ୍ୟ କିଛି ଗୋଳମାଳ ହୋଇଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡ଼ି ମୁମ୍ବାଇକୁ ଆସିବା ଏବଂ କ୍ୟାମେରନ ଗ୍ରୀନ ସବୁଠାରୁ ମହଙ୍ଗା ଖେଳାଳି ଭାବେ ୧୭.୫ କୋଟି ଟଙ୍କାରେ ଆର୍ସିବିକୁ ଟ୍ରେଡ୍ ହେବା ପରେ ପ୍ରଶଂସକଙ୍କ ମନରେ ବିଭିନ୍ନ ଦ୍ବନ୍ଦ୍ବ ଉପୁଜିଛି । ତେବେ ନଜର ପକାନ୍ତୁ ଟ୍ରେଡ୍ ୱିଣ୍ଡୋ ବନ୍ଦ ହେବା ପରେ କେଉଁ ଦଳରେ କେଉଁ ଖେଳାଳି ଅଛନ୍ତି ଓ କାହା ପର୍ସର ପରିମାଣ କେତେ ଅଛି ।
ଗୁଜରାଟ ଟାଇଟନ୍ସ (୩୮.୧୫ କୋଟି ବଳକା): ଶୁଭମନ ଗିଲ, କେନ ୱିଲିୟମସନ, ଡେଭିଡ ମିଲର, ମହମ୍ମଦ ଶାମି, ସାଇ ସୁଦର୍ଶନ, ଜୋଶୁଆ ଲିଟଲ, ମାଥ୍ୟୁ ୱେଡ, ମୋହିତ ଶର୍ମା, ନୁର ଅହମ୍ମଦ, ସାଇ କିଶୋର, ରାହୁଲ ତେୱାତିଆ, ରଶିଦ ଖାନ, ବିଜୟ ଶଙ୍କର, ରିଦ୍ଧିମାନ ଶାହ, ଅଭିନବ ଏସ, ଜୟନ୍ତ ଯାଦବ, ଦର୍ଶନ ନଲକାଣ୍ଡେ
ଏହା ମଧ୍ୟ ପଢ଼ନ୍ତୁ...ହାର୍ଦ୍ଦିକଙ୍କ ବିକଳ୍ପ ଶୁଭମନ: ଆଇପିଏଲ୍ ୨୦୨୪ରେ ଗୁଜୁରାଟର ନେତୃତ୍ବ ନେବେ ଗିଲ୍
ସନ୍ ରାଇଜର୍ସ ହାଇଦ୍ରାବାଦ (୩୪ କୋଟି ବଳକା): ଶାହବାଜ ଅହମଦ (ଟ୍ରେଡ), ଭୁବନେଶ୍ବର କୁମାର, ଏଡେନ ମାର୍କ୍ରମ, ହେନରିଚ୍ କ୍ଲାସେନ, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଅବଦୁଲ ସମଦ, ଅଭିଷେକ ଶର୍ମା, ଗ୍ଲେନ ଫିଲିପ୍ସ, ମାର୍କୋ ଜାନ୍ସେନ୍, ଫଜଲହକ ଫାରୁକି, ଉମ୍ରାନ ମଲିକ, ଟି ନଟରାଜନ, ୱାଶିଂଟନ ସୁନ୍ଦର, ମୟଙ୍କ ମାର୍କଣ୍ଡେ, ଅନମୋଲପ୍ରୀତ ସିଂହ, ଉପେନ୍ଦ୍ର ଯାଦବ, ନୀତୀଶ କୁମାର ରେଡ୍ଡୀ, ସନବୀର ସିଂହ
କୋଲକାତା ନାଇଟ୍ ରାଇଡର୍ସ (୩୨.୭ କୋଟି ବଳକା): ଶ୍ରେୟସ ଆୟର, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ସୁନୀଲ ନାରାୟଣ, ବରୁଣ ଚକ୍ରବର୍ତ୍ତୀ, ଭେଙ୍କଟେଶ ଆୟର, ଜାସନ ରୟ, ନୀତିଶ ରାଣା, ରେହମାନୁଲ୍ଲା ଗୁରବାଜ, ଅଙ୍କୁଲ ରୟ, ସୂୟଶ ଶର୍ମା, ବୈଭବ ଅରୋରା, ହର୍ଶିତ ରାଣା
ଚେନ୍ନାଇ ସୁପର କିଙ୍ଗସ (୩୧.୪ କୋଟି ବଳକା): ଏମ୍ଏସ୍ ଧୋନୀ, ଋତୁରାଜ ଗାଏକ୍ୱାଡ୍, ରବୀନ୍ଦ୍ର ଜାଡେଜା, ଅଜିଙ୍କ୍ୟ ରାହାଣେ, ଡେଭନ କନୱେ, ମୋଇନ ଅଲୀ, ଶିବମ ଦୁବେ, ଦୀପକ ଚହର, ମହୀଶ ତିକ୍ଷାଣା, ମଥୀଶା ପଥିରାନା, ମିଚେଲ ସାଣ୍ଟନର, ତୁଷାର ଦେଶପାଣ୍ଡେ, ମୁକେଶ ଚୌଧୁରୀ, ରାଜବର୍ଦ୍ଧନ ହଙ୍ଗାରେକର, ନିଶାନ୍ତ ସାନ୍ଧୁ, ସିମରଜୀତ ସିଂହ, ପ୍ରଶାନ୍ତ ସୋଲାଙ୍କୀ, ଶେଖ ରଶୀଦ, ଅଜୟ ମଣ୍ଡଳ
ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଆ ପୁଅଙ୍କୁ ଭରସା କଲେନି ଧୋନୀ, ଶୁଭ୍ରାଂଶୁଙ୍କୁ ରିଲିଜ୍ କଲା CSK
ପଞ୍ଜାବ କିଙ୍ଗସ (୨୯.୧ କୋଟି ବଳକା): ଶିଖର ଧାୱନ, ସାମ କରନ, ଅର୍ଶଦୀପ ସିଂହ, ଜନି ବେୟାରଷ୍ଟୋ, ଲିଆମ ଲିଭଙ୍ଗଷ୍ଟୋନ, କାଗିସୋ ରବାଡା, ନାଥନ ଏଲିସ, ପ୍ରଭସିମ୍ରନ ସିଂହ, ରାହୁଲ ଚହର, ହରପ୍ରୀତ ବ୍ରାର୍, ଅର୍ଥବ ଟାଇଡେ, ଋଷି ଧାୱନ, ସିକନ୍ଦର ରାଜା, ଜିତେଶ ଶର୍ମା, ହରପ୍ରୀତ ଭାଟିଆ, ଶିବମ ସିଂହ, ବିଦୱାଥ କାଭେରପ୍ପା