ଓଡିଶା

odisha

ETV Bharat / sports

ବିଶ୍ବକପ ପାଇଁ ଆଇପିଏଲ ଛାଡୁଛନ୍ତି ବିଦେଶୀ ଖେଳାଳୀ

ଆଗକୁ ବିଶ୍ବକପ ଥିବାରୁ ଆଇପିଏଲ ଅଧାରୁ ସ୍ବଦେଶ ଫେରୁଛନ୍ତି ବିଦେଶୀ ଖେଳାଳୀ । ମୁମ୍ବାଇ ଇଣ୍ଡିଆନ୍ସ କୁ ବିଦାୟ କହିଛନ୍ତି ଏହି ଖେଳାଳୀ ।

By

Published : Apr 30, 2019, 2:12 AM IST

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ମୁମ୍ବାଇ: ଆଗକୁ ବିଶ୍ବକପ ଥିବାରୁ ଆଇପିଏଲ ଅଧାରୁ ସ୍ବଦେଶ ଫେରୁଛନ୍ତି ବିଦେଶୀ ଖେଳାଳୀ । ଏହି ତାଲିକାରେ ଯୋଡି ହୋଇଛନ୍ତି ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ଜାସନ ବେହେରେଡ୍ରାର୍ଫ । ମୁମ୍ବାଇ ଇଣ୍ଡିଆନ୍ସକୁ ବିଦାୟ କହିଛନ୍ତି ଏହି ଖେଳାଳୀ । ବେହେରେଡ୍ରାର୍ଫ ମୁମ୍ବାଇ ପାଇଁ 5ଟି ମ୍ୟାଚ ଖେଳି 5ଟି ୱିକେଟ ନେଇଛନ୍ତି । ଆଇପିଏଲରେ ଖେଳିବା ସୌଭାଗ୍ୟର କଥା ।

ପ୍ରଥମ ଥର ଆଇପିଏଲରେ ଖେଳି ବହୁତ କିଛି ଶିଖିବାକୁ ମିଳିଲା ବୋଲି ଟ୍ବିଟ କରିଛନ୍ତି ବେହେରେଡ୍ରର୍ଫ । ଏହାସହ ମୁମ୍ବାଇ ଇଣ୍ଡିଆନ୍ସକୁ ଫାଇନାଲ ଖେଳିବାକୁ ଶୁଭେଚ୍ଛା ଜଣାଇଛନ୍ତି 29 ବର୍ଷିୟ ଖେଳାଳୀ । ଡେଭିଡ ୱାର୍ଣ୍ଣର, ଷ୍ଟିଭେନ ସ୍ମିଥ ଓ ମାରକସ ଷ୍ଟୋନିସ ମଧ୍ୟ ଅଷ୍ଟ୍ରେଲିଆ ଫେରିବାକୁ ଯାଉଛନ୍ତି ।

ABOUT THE AUTHOR

...view details