ଓଡିଶା

odisha

INDvsAUS Womens 2nd T20I : ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

By

Published : Dec 11, 2022, 8:02 PM IST

ଭାରୀତୟ ମହିଳା କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଟି୨୦ ମ୍ୟାଚ୍ ଖେଳୁଛି । ଭାରତ ଟସ୍ ଜିତି ଅଧିନାୟିକା ହରମନପ୍ରୀତ କୌର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

INDvsAUS Womens 2nd T20I : ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି
INDvsAUS Womens 2nd T20I : ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମୁମ୍ବାଇ : ଭାରୀତୟ ମହିଳା କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ଟି୨୦ ମ୍ୟାଚ୍ ଖେଳୁଛି । ଭାରତ ଟସ୍ ଜିତି ଅଧିନାୟିକା ହରମନପ୍ରୀତ କୌର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି୨୦ ସିରିଜରେ ଅଷ୍ଟ୍ରେଲିଆ ୧-୦ ରେ ଆଗୁଆ ରହିଛି । ପ୍ରଥମ ଟି୨୦ ରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ୯ ୱିକେଟରେ ବିଜୟୀ ହୋଇଥିଲା । ତେବେ ଦ୍ବିତୀୟ ଟି୨୦ ମ୍ୟାଚରେ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଛି ୱମେନ୍ ଇନ୍ ବ୍ଲୁ ।

ଚୂଡାନ୍ତ ଏକାଦଶ ଭାରତ

ସେଫାଳୀ ବର୍ମା, ସ୍ମୃତି ମାନ୍ଧନା, ଜେମିମା ରେଡ୍ରିଗସ୍, ହରମନପ୍ରୀତ କୌର (ଅଧିନାୟିକା), ଦେବୀକା ବୈଦ୍ୟା, ରିଚା ଘୋଷ (ୱିକେଟ ରକ୍ଷକ), ଦୀପ୍ତି ଶର୍ମା, ରାଧା ଯାଦବ, ଅଞ୍ଜଳୀ ଶ୍ରାବଣୀ, ମେଘନା ସିଂହ, ରେନୁକା ଠାକୁର ସିଂହ

ଚୂଡାନ୍ତ ଏକାଦଶ ଅଷ୍ଟ୍ରେଲିଆ

ବେଥ୍ ମୁନୀ, ଅଲିଶା ହେଲୀ (ଅଧିନାୟିକା), ତାହିଲା ମ୍ୟାକ୍‌ଗ୍ରେଥ, ଅସଲିଘ ଗାର୍ଡନର, ଏଲିସି ପେରୀ, ଫୋବେ ଲିଚ୍‌ଫିଲ୍ଡ, ଆନାବେଲ ସୁଥରଲାଣ୍ଡ, ହିଥର ଗ୍ରାହମ, ଆଲାନା କିଙ୍ଗ, କିମ୍ ଗାର୍ଥ, ମେଘନା ସ୍କୁଟ୍‌

ABOUT THE AUTHOR

...view details