ଓଡିଶା

odisha

ETV Bharat / sports

ଆଇପିଏଲ ସିଜନ-12: ଆସିଲା ସମ୍ପୂର୍ଣ୍ଣ କ୍ରୀଡାସୂଚୀ

ଆଇପିଏଲ ସିଜନ-12ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଦେଲା ବିସିସିଆଇ

By

Published : Mar 20, 2019, 2:09 PM IST

Updated : Mar 20, 2019, 3:01 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@IPL

ନୂଆଦିଲ୍ଲୀ: ଆସି ଯାଇଛି ଆଇପିଏଲର ଚଳିତ ସଂସ୍କରଣର ସମ୍ପୂର୍ଣ୍ଣ ତାଲିକା । କେଉଁ ଟିମ କାହା ସହ କେତେବେଳେ ଓ କେଉଁଠାରେ ଖେଳିବା ତାର ପୂରା ସୂଚୀ ପ୍ରକାଶ କରିଛିବିସିସିଆଇ । ପ୍ରଥମ ମ୍ୟାଚ ମାର୍ଚ୍ଚ 23 ତାରିଖରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଏମ ଏ ଚିଦାମ୍ବରମ ଷ୍ଟାଡିୟମ ଠାରେ ଖେଳାଯିବ ।

ତେବେ ବିସିସିଆଇ ବର୍ତ୍ତମାନ କେବଳ ଲିଗ ପର୍ଯ୍ୟାୟ ମ୍ୟାଚ ଗୁଡିକ ପାଇଁ ତାଲିକା ପ୍ରଦାନ କରିଛି । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ଲେ ଅଫ ମ୍ୟାଚ ଗୁଡିକ ପାଇଁ ସୂଚୀ ପ୍ରକାଶ ପାଇବ । ଲୋକସଭା ନିର୍ବାଚନ ତାରିଖକୁ ଦୃଷ୍ଟିରେ ରଖି ବାକି ତାରିଖ ସବୁ ଘୋଷଣା କରାଯିବ ।

ମ୍ୟାଚ କାର୍ଯ୍ୟସୂଚୀ....

23ମାର୍ଚ୍ଚ 2019 (ଶନିବାର)

  • ସ୍ଥାନ- ଏମ ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
  • ଚେନ୍ନାଇ ସୁପର କିଙ୍ଗସ- ବନାମ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

24 ମାର୍ଚ୍ଚ 2019 (ରବିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ- ଇଡେନ ଗାର୍ଡେନ, କୋଲକାତା
  • କୋଲକାତା ନାଇଟ ରାଇଡର୍ସ -ବନାମ- ସନରାଇଜର୍ସ ହାଇଦ୍ରାବାଦ
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ- ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ
  • ମୁମ୍ବାଇ ଇଣ୍ଡିଆନ୍ସ -ବନାମ- ଦିଲ୍ଲୀ କ୍ୟାପିଟାଲ୍ସ

25 ମାର୍ଚ୍ଚ 2019 (ସୋମବାର)

  • ସ୍ଥାନ-ସୱାଇ ମାନସିଂହ ଷ୍ଟାଡିୟମ, ଜୟପୁର
  • ରାଜସ୍ଥାନ ରୟାଲ୍ସ -ବନାମ- କିଙ୍ଗସ ଇଲେଭେନ ପଞ୍ଜାବ

26 ମାର୍ଚ୍ଚ 2019 (ମଙ୍ଗଳବାର)

  • ସ୍ଥାନ-ଫିରୋଜସାହା କୋଟଲା, ଦିଲ୍ଲୀ
  • ଦିଲ୍ଲୀ କ୍ୟାପିଟାଲ୍ସ -ବନାମ- ଚେନ୍ନାଇ ସୁପର କିଙ୍ଗସ୍‌

27 ମାର୍ଚ୍ଚ 2019 (ବୁଧବାର)

  • ସ୍ଥାନ- ଇଡେନ ଗାର୍ଡେନ, କୋଲକାତା
  • କୋଲକାତା ନାଇଟ ରାଇଡର୍ସ -ବନାମ- କିଙ୍ଗସ ଇଲେଭେନ ପଞ୍ଜାବ

28 ମାର୍ଚ୍ଚ 2019 (ଗୁରୁବାର)

  • ସ୍ଥାନ- ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ବନାମ- ମୁମ୍ବାଇ ଇଣ୍ଡିଆନ୍ସ

29 ମାର୍ଚ୍ଚ 2019 (ଶୁକ୍ରବାର)

  • ସ୍ଥାନ- ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ହାଇଦ୍ରାବାଦ
  • ସନରାଇଜର୍ସ ହାଇଦ୍ରାବାଦ -ବନାମ- ରାଜସ୍ଥାନ ରୟାଲ୍ସ

30 ମାର୍ଚ୍ଚ 2019 (ଶନିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ- ପଞ୍ଜାବ କ୍ରିକେଟ ଆସୋସିଏସନ ବିନ୍ଦ୍ରା ଷ୍ଟାଡିୟମ, ମୋହାଲି
  • କିଙ୍ଗସ୍‌ ଇଲେଭେନ ପଞ୍ଜାବ -ବନାମ- ମୁମ୍ବାଇ ଇଣ୍ଡିଆନ୍ସ
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ-ଫିରୋଜସାହା କୋଟଲା, ଦିଲ୍ଲୀ
  • ଦିଲ୍ଲୀ କ୍ୟାପିଟାଲ୍ସ -ବନାମ- କୋଲକାତା ନାଇଟ ରାଇଡର୍ସ

31 ମାର୍ଚ୍ଚ 2019 (ରବିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ- ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ହାଇଦ୍ରାବାଦ
  • ସନରାଇଜର୍ସ ହାଇଦ୍ରାବାଦ -ବନାମ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ- ଏମ ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
  • ଚେନ୍ନାଇ ସୁପର କିଙ୍ଗସ୍‌ -ବନାମ- ରାଜସ୍ଥାନ ରୟାଲ୍ସ

1 ଏପ୍ରିଲ 2019 (ସୋମବାର)

  • ସ୍ଥାନ- ପଞ୍ଜାବ କ୍ରିକେଟ ଆସୋସିଏସନ ବିନ୍ଦ୍ରା ଷ୍ଟାଡିୟମ, ମୋହାଲି
  • କିଙ୍ଗସ୍‌ ଇଲେଭେନ ପଞ୍ଜାବ -ବନାମ- ଦିଲ୍ଲୀ କ୍ୟାପିଟାଲ୍ସ

2 ଏପ୍ରିଲ 2019 (ମଙ୍ଗଳବାର)

  • ସ୍ଥାନ-ସୱାଇ ମାନସିଂହ ଷ୍ଟାଡିୟମ, ଜୟପୁର
  • ମୁମ୍ବାଇ ଇଣ୍ଡିଆନ୍ସ -ବନାମ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

3 ଏପ୍ରିଲ 2019 (ବୁଧବାର)

  • ସ୍ଥାନ-ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ
  • ମୁମ୍ବାଇ ଇଣ୍ଡିଆନ୍ସ -ବନାମ- ଚେନ୍ନାଇ ସୁପରକିଙ୍ଗସ୍‌

4 ଏପ୍ରିଲ 2019(ଗୁରୁବାର)

  • ସ୍ଥାନ-ଫିରୋଜସାହା କୋଟଲା, ଦିଲ୍ଲୀ
  • ଦିଲ୍ଲୀ କ୍ୟାପିଟାଲ୍ସ -ବନାମ- ସନ ରାଇଜର୍ସ ହାଇଦ୍ରାବାଦ

5 ଏପ୍ରିଲ 2019(ଶୁକ୍ରବାର)

  • ସ୍ଥାନ- ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ବନାମ- କୋଲକାତା ନାଇଟ ରାଇଡର୍ସ

6 ଏପ୍ରିଲ 2019(ଶନିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ- ଏମ ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
  • ଚେନ୍ନାଇ ସୁପର କିଙ୍ଗସ୍‌ -ବନାମ- କିଙ୍ଗସ୍‌ ଇଲେଭେନ ପଞ୍ଜାବ
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ- ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ହାଇଦ୍ରାବାଦ
  • ସନ ରାଇଜର୍ସ ହାଇଦ୍ରାବାଦ -ବନାମ- ମୁମ୍ବାଇ ଇଣ୍ଡିଆନ୍ସ

7 ଏପ୍ରିଲ 2019(ରବିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ- ଏମ ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ବନାମ- ଦିଲ୍ଲୀ କ୍ୟାପିଟାଲ୍ସ
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ-ସୱାଇ ମାନସିଂହ ଷ୍ଟାଡିୟମ, ଜୟପୁର
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ବନାମ- କୋଲକାତା ନାଇଟ ରାଇଡର୍ସ

8 ଏପ୍ରିଲ 2019(ସୋମବାର)

  • ସ୍ଥାନ- ପଞ୍ଜାବ କ୍ରିକେଟ ଆସୋସିଏସନ ବିନ୍ଦ୍ରା ଷ୍ଟାଡିୟମ, ମୋହାଲି
  • ଦିଲ୍ଲୀ କ୍ୟାପିଟାଲ୍ସ -ବନାମ- ସନରାଇଜର୍ସ ହାଇଦ୍ରାବାଦ

9 ଏପ୍ରିଲ 2019(ମଙ୍ଗଳବାର)

  • ସ୍ଥାନ- ଏମ ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
  • ଚେନ୍ନାଇ ସୁପରକିଙ୍ଗସ୍‌ -ବନାମ- କୋଲକାତା ନାଇଟ ରାଇଡର୍ସ

10 ଏପ୍ରିଲ 2019(ବୁଧବାର)

  • ସ୍ଥାନ-ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ
  • ମୁମ୍ବାଇ ଇଣ୍ଡିଆନ୍ସ -ବନାମ- କିଙ୍ଗସ୍‌ ଇଲେଭେନ ପଞ୍ଜାବ

11 ଏପ୍ରିଲ 2019(ଗୁରୁବାର)

  • ସ୍ଥାନ-ସୱାଇ ମାନସିଂହ ଷ୍ଟାଡିୟମ, ଜୟପୁର
  • ରାଜସ୍ଥାନ ରୟାଲ୍ସ -ବନାମ- ଚେନ୍ନାଇ ସୁପର କିଙ୍ଗ୍‌ସ

12 ଏପ୍ରିଲ 2019(ଶୁକ୍ରବାର)

  • ସ୍ଥାନ- ଇଡେନ ଗାର୍ଡେନ, କୋଲକାତା
  • କୋଲକାତା ନାଇଟ ରାଇଡର୍ସ -ବନାମ- ଦିଲ୍ଲୀ କ୍ୟାପିଟାଲ୍ସ

13 ଏପ୍ରିଲ 2019(ଶନିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ-ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ
  • ମୁମ୍ବାଇ ଇଣ୍ଡିଆନ୍ସ -ବନାମ- ରାଜସ୍ଥାନ ରୟାଲ୍ସ
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ- ପଞ୍ଜାବ କ୍ରିକେଟ ଆସୋସିଏସନ ବିନ୍ଦ୍ରା ଷ୍ଟାଡିୟମ, ମୋହାଲି
  • କିଙ୍ଗସ୍‌ ଇଲେଭେନ ପଞ୍ଜାବ -ବନାମ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

14 ଏପ୍ରିଲ 2019(ରବିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ- ଇଡେନ ଗାର୍ଡେନ, କୋଲକାତା
  • କୋଲକାତା ନାଇଟ ରାଇଡର୍ସ -ବନାମ- ଚେନ୍ନାଇ ସୁପରକିଙ୍ଗସ୍‌
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ- ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ହାଇଦ୍ରାବାଦ
  • ସନରାଇଜର୍ସ ହାଇଦ୍ରାବାଦ -ବନାମ- ଦିଲ୍ଲୀ କ୍ୟାପିଟାଲ୍ସ

15 ଏପ୍ରିଲ 2019 (ସୋମବାର)

  • ସ୍ଥାନ-ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ
  • ମୁମ୍ବାଇ ଇଣ୍ଡିଆନ୍ସ -ବନାମ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

16 ଏପ୍ରିଲ 2019 (ମଙ୍ଗଳବାର)

  • ସ୍ଥାନ- ପଞ୍ଜାବ କ୍ରିକେଟ ଆସୋସିଏସନ ବିନ୍ଦ୍ରା ଷ୍ଟାଡିୟମ, ମୋହାଲି
  • କିଙ୍ଗସ୍‌ ଇଲେଭେନ ପଞ୍ଜାବ -ବନାମ- ରାଜସ୍ଥାନ ରୟାଲ୍ସ

17 ଏପ୍ରିଲ 2019 (ବୁଧବାର)

  • ସ୍ଥାନ- ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ହାଇଦ୍ରାବାଦ
  • ସନରାଇଜର୍ସ ହାଇଦ୍ରାବାଦ -ବନାମ- ଚେନ୍ନାଇ ସୁପର କିଙ୍ଗ୍‌ସ

18 ଏପ୍ରିଲ 2019 (ଗୁରୁବାର)

  • ସ୍ଥାନ-ଫିରୋଜ ସାହା କୋଟଲା, ଦିଲ୍ଲୀ
  • ଦିଲ୍ଲୀ କ୍ୟାପିଟାଲ୍ସ -ବନାମ- ମୁମ୍ବାଇ ଇଣ୍ଡିଆନ୍ସ

19 ଏପ୍ରିଲ 2019 (ଶୁକ୍ରବାର)

  • ସ୍ଥାନ- ଇଡେନ ଗାର୍ଡେନ, କୋଲକାତା
  • କୋଲକାତା ନାଇଟ ରାଇଡର୍ସ -ବନାମ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

20 ଏପ୍ରିଲ 2019 (ଶନିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ-ସୱାଇ ମାନସିଂହ ଷ୍ଟାଡିୟମ, ଜୟପୁର
  • ରାଜସ୍ଥାନ ରୟାଲ୍ସ -ବନାମ- ମୁମ୍ବାଇ ଇଣ୍ଡିଆନ୍ସ
  • ଦ୍ବିତୀୟ ମ୍ୟାଚ
  • ସ୍ଥାନ-ଫିରୋଜ ସାହା କୋଟଲା, ଦିଲ୍ଲୀ
  • ଦିଲ୍ଲୀ କ୍ୟାପିଟାଲ୍ସ -ବନାମ- କିଙ୍ଗସ୍‌ ଇଲେଭେନ ପଞ୍ଜାବ

21 ଏପ୍ରିଲ 2019 (ରବିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ- ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ହାଇଦ୍ରାବାଦ
  • ସନରାଇଜର୍ସ ହାଇଦ୍ରାବାଦ -ବନାମ-କୋଲକାତା ନାଇଟ ରାଇଡର୍ସ
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ- ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ବନାମ- ଚେନ୍ନାଇ ସୁପର କିଙ୍ଗ୍‌ସ

22 ଏପ୍ରିଲ 2019 (ସୋମବାର)

  • ସ୍ଥାନ-ସୱାଇ ମାନସିଂହ ଷ୍ଟାଡିୟମ, ଜୟପୁର
  • ରାଜସ୍ଥାନ ରୟାଲ୍ସ -ବନାମ- ଦିଲ୍ଲୀ କ୍ୟାପିଟାଲ୍ସ

23 ଏପ୍ରିଲ 2019 (ମଙ୍ଗଳବାର)

  • ସ୍ଥାନ- ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
  • ଚେନ୍ନାଇ ସୁପର କିଙ୍ଗ୍‌ସ -ବନାମ- ସନରାଇଜର୍ସ ହାଇଦ୍ରାବାଦ

24 ଏପ୍ରିଲ 2019(ବୁଧବାର)

  • ସ୍ଥାନ- ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ବନାମ- କିଙ୍ଗସ୍‌ ଇଲେଭେନ ପଞ୍ଜାବ

25 ଏପ୍ରିଲ 2019(ଗୁରୁବାର)

  • ସ୍ଥାନ- ଇଡେନ ଗାର୍ଡେନ, କୋଲକାତା
  • କୋଲକାତା ନାଇଟ ରାଇଡର୍ସ -ବନାମ- ରାଜସ୍ଥାନ ରୟାଲ୍ସ

26 ଏପ୍ରିଲ 2019(ଶୁକ୍ରବାର)

  • ସ୍ଥାନ- ଏମ ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
  • ଚେନ୍ନାଇ ସୁପର କିଙ୍ଗ୍‌ସ -ବନାମ- ମୁମ୍ବାଇ ଇଣ୍ଡିଆନ୍ସ

27 ଏପ୍ରିଲ 2019(ଶନିବାର)

  • ସ୍ଥାନ-ସୱାଇ ମାନସିଂହ ଷ୍ଟାଡିୟମ, ଜୟପୁର
  • ରାଜସ୍ଥାନ ରୟାଲ୍ସ -ବନାମ- ସନରାଇଜର୍ସ ହାଇଦ୍ରାବାଦ

28 ଏପ୍ରିଲ 2019 (ରବିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ-ଫିରୋଜ ସାହା କୋଟଲା, ଦିଲ୍ଲୀ
  • ଦିଲ୍ଲୀ କ୍ୟାପିଟାଲ୍ସ -ବନାମ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ- ଇଡେନ ଗାର୍ଡେନ, କୋଲକାତା
  • କୋଲକାତା ନାଇଟ ରାଇଡର୍ସ -ବନାମ- ମୁମ୍ବାଇ ଇଣ୍ଡିଆନ୍ସ

29 ଏପ୍ରିଲ 2019 (ସୋମବାର)

  • ସ୍ଥାନ- ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ହାଇଦ୍ରାବାଦ
  • ସନରାଇଜର୍ସ ହାଇଦ୍ରାବାଦ -ବନାମ- କିଙ୍ଗସ୍‌ ଇଲେଭେନ ପଞ୍ଜାବ

30 ଏପ୍ରିଲ 2019 (ମଙ୍ଗଳବାର)

  • ସ୍ଥାନ- ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ବନାମ- ରାଜସ୍ଥାନ ରୟାଲ୍ସ

1 ମେ 2019(ବୁଧବାର)

  • ସ୍ଥାନ- ଏମ ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
  • ଚେନ୍ନାଇ ସୁପର କିଙ୍ଗ୍‌ସ -ବନାମ- ଦିଲ୍ଲୀ କ୍ୟାପିଟାଲ୍ସ

2 ମେ 2019(ଗୁରୁବାର)

  • ସ୍ଥାନ-ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ
  • ମୁମ୍ବାଇ ଇଣ୍ଡିଆନ୍ସ -ବନାମ- ସନରାଇଜର୍ସ ହାଇଦ୍ରାବାଦ

3 ମେ 2019(ଶୁକ୍ରବାର)

  • ସ୍ଥାନ- ପଞ୍ଜାବ କ୍ରିକେଟ ଆସୋସିଏସନ ବିନ୍ଦ୍ରା ଷ୍ଟାଡିୟମ, ମୋହାଲି
  • କିଙ୍ଗସ୍‌ ଇଲେଭେନ ପଞ୍ଜାବ -ବନାମ- କୋଲକାତା ନାଇଟ ରାଇଡର୍ସ

4 ମେ 2019 (ଶନିବାର)

  • ପ୍ରଥମ ମ୍ୟାଚ
    ସ୍ଥାନ-ଫିରୋଜ ଶାହା କୋଟଲା, ଦିଲ୍ଲୀ
    ଦିଲ୍ଲୀ କ୍ୟାପିଟାଲ୍ସ -ବନାମ- ରାଜସ୍ଥାନ ରୟାଲ୍ସ
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ- ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ବନାମ- ସନରାଇଜର୍ସ ହାଇଦ୍ରାବାଦ

5 ମେ 2019 (ରବିବାର)

  • ପ୍ରଥମ ମ୍ୟାଚ
  • ସ୍ଥାନ- ପଞ୍ଜାବ କ୍ରିକେଟ ଆସୋସିଏସନ ବିନ୍ଦ୍ରା ଷ୍ଟାଡିୟମ, ମୋହାଲି
  • କିଙ୍ଗସ୍‌ ଇଲେଭେନ ପଞ୍ଜାବ -ବନାମ- ଚେନ୍ନାଇ ସୁପର କିଙ୍ଗ୍‌ସ
  • ଦ୍ୱିତୀୟ ମ୍ୟାଚ
  • ସ୍ଥାନ-ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ
  • ମୁମ୍ବାଇ ଇଣ୍ଡିଆନ୍ସ -ବନାମ- କୋଲକାତା ନାଇଟ ରାଇଡର୍ସ
Last Updated : Mar 20, 2019, 3:01 PM IST

ABOUT THE AUTHOR

...view details