ଲଣ୍ଡନ: ଅଭ୍ୟାସ ମ୍ୟାଚ ଖେଳିବା ପରେ ଟିମ ଇଣ୍ଡିଆ ଫୋକସରେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ ଉପରେ । ଜୁନ 5ରେ ଓଭାଲ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ । ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ମେନ ଇନ ବ୍ଲୁ ।
ଦକ୍ଷିଣ ଆଫ୍ରିକାକୁ ମାତ ଦେବାକୁ ଟିମ ଇଣ୍ଡିଆ ପ୍ରସ୍ତୁତ
ଅଭ୍ୟାସ ମ୍ୟାଚ ଖେଳିବା ପରେ ଟିମ ଇଣ୍ଡିଆ ଫୋକସରେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ ଉପରେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଅଭ୍ୟାସ ସମୟ ପରେ ଭାରତୀୟ ଖେଳାଳି ବିଶ୍ବକପ ପ୍ଲାନ କରିଥିଲେ । ଟିମ ଇଣ୍ଡିଆ ପାଇଁ ପ୍ରତିଟି ମ୍ୟାଚ ଗୁରତ୍ବପୂର୍ଣ୍ଣ । କୌଣସି ବି ଟିମକୁ ଦଳ ହାଲୁକା ଭାବରେ ନେବ ନାହିଁ । ଖେଳାଳିମାନେ କୌଣସି ଚାପର ବଶବର୍ତ୍ତୀ ନହୋଇ ନିଜ ପ୍ରଦର୍ଶନରେ ଧ୍ୟାନ ହେବାକୁ ମ୍ୟାପ ପ୍ରସ୍ତୁତ ହୋଇଛି ।
ବିସିସିଆଇ ପକ୍ଷରୁ ଖେଳାଳିମାନେ ଅଭ୍ୟାସ କରୁଥିବାର କିଛି ଫଟୋକୁ ସେୟାର କରାଯାଇଛି ।