ହାଇଦ୍ରାବାଦ: 5 ଦିନ ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ । ଆସନ୍ତା 30ରେ ଆଇସିସି କ୍ରିକେଟ ବିଶ୍ବକପ-2019ର ପ୍ରଥମ ମ୍ୟାଚ ଖେଳାଯିବ । ଘରୋଇ ଇଂଲଣ୍ଡ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।
ଆସନ୍ତୁ ଜାଣିବା ବିଶ୍ବକପରେ '5'କୁ ନେଇ କିଛି ନିଆରା ତଥ୍ୟ ।

'5' ଥର ବିଶ୍ବକପ ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ । ସର୍ବାଧିକ ବିଶ୍ବକମ ଜିତିବାର ରେକର୍ଡ ଅଷ୍ଟ୍ରେଲିଆ ନିଜ ନାମରେ କରିଛି । ଅଷ୍ଟ୍ରେଲିଆ 1987, 1999, 2003, 2007 and 2015 ମସିହାରେ ବିଶ୍ବକପ ହାତେଇଛନ୍ତି ।
'5' ଥର ବିଶ୍ବକପରେ 5ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ଭାରତୀୟ ବୋଲର ।
'5' ଥର ବିଶ୍ବକପରେ ଶୂନରେ ଆଉଟ ହୋଇଛନ୍ତି ଏନ ଆଷ୍ଟଲ ଓ ଲିଆଜ ଅହମ୍ମଦ । ଯାହାକି ବିଶ୍ବକପ ଖେଳିଥିବା ସମସ୍ତ କ୍ରିକେଟରଙ୍କ ଠାରୁ ସର୍ବାଧିକ ।