ଓଡିଶା

odisha

ETV Bharat / sports

ହାର୍ଦ୍ଦିକ-ନତାଶା ଏନଗେଜମେଣ୍ଟ ଦେଖି ଆଶ୍ଚର୍ଯ୍ୟ ବିରାଟ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏନଗେଜମେଣ୍ଟ ଫଟୋରେ ବିରାଟ କୋହଲି କମେଣ୍ଟ କରିଛନ୍ତି । ଏଥିସହ ଏହି ଖବର ସରପ୍ରାଇଜ ଥିଲା ବୋଲି ମଧ୍ୟ କହିଛନ୍ତି ।

By

Published : Jan 2, 2020, 11:14 AM IST

virat kohli
virat kohli

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନବବର୍ଷର ପ୍ରଥମଦିନରେ ନତାଶା ଷ୍ଟାନକୋଭିକଙ୍କ ସହ ଏନଗେଜମେଣ୍ଟ କରିଛନ୍ତି । ଉଭୟ ନିଜର ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟକୁ ଦେଖି ବିରାଟ ସରପ୍ରାଇଜ ।

ଏହାପରେ ବିରାଟ ହାର୍ଦ୍ଦିକଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ଏଚ ତମକୁ ଅଭିନନ୍ଦନ । ସାନଦାର ସରପ୍ରାଇଜ ଦେଇଛ । ଇଶ୍ବରଙ୍କ ପାଖରେ ପ୍ରାର୍ଥନା କରୁଛି ଆଗମୀ ସମୟ ବହୁତ ଭଲ ହେଉ ।

ବୁଧବାର ଦିନ ହାର୍ଦ୍ଦିକ ଏନଗେଜମେଣ୍ଟ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ୟି ଯେ, ‘ମେ ତେରା, ତୁ ମେରି , ଜାନେ ସାରା ହିନ୍ଦୁସ୍ଥାନ । ସେହିପରି ନତାଶା ନିଜ ଇନଷ୍ଟାଗ୍ରାମରେ ହାର୍ଦ୍ଦିକ ତାଙ୍କୁ ପ୍ରପୋଜ କରୁଥିବାର ଏକ ଭିଡିଓ ଶେୟାର କରିଛନ୍ତି ।

ABOUT THE AUTHOR

...view details