ଓଡିଶା

odisha

ETV Bharat / sports

ବିଜୟ ହଜାରେ ଟ୍ରଫି: କେରଳକୁ ଜିତାଇଲେ ଶ୍ରୀସାନ୍ତ, ଉଥାପ୍ପା

ଦ୍ରୁତ ବୋଲର ଶ୍ରୀସାନ୍ତଙ୍କ 5 ୱିକେଟ ଓ ରବିନ ଉଥାପ୍ପାଙ୍କ ବିସ୍ଫୋରକ 55 ବଲରୁ 88 ରନ ସହାୟତାରେ ଉତ୍ତରପ୍ରଦେଶକୁ 3 ୱିକେଟରେ ମାତ ଦେଇଛି କେରଳ । ଅଧିକ ପଢନ୍ତୁ...

By

Published : Feb 23, 2021, 9:20 PM IST

Vijay Hazare Trophy: Sreesanth, Uthappa star in Kerala win
ବିଜୟ ହଜାରେ ଟ୍ରଫି: କେରଳକୁ ଜିତାଇଲେ ଶ୍ରୀସାନ୍ତ, ଉଥାପ୍ପା

ଅଲର: ଦ୍ରୁତ ବୋଲର ଶ୍ରୀସାନ୍ତଙ୍କ 5 ୱିକେଟ ଓ ରବିନ ଉଥାପ୍ପାଙ୍କ ବିସ୍ଫୋରକ 55 ବଲରୁ 88 ରନ ସହାୟତାରେ ଉତ୍ତରପ୍ରଦେଶକୁ 3 ୱିକେଟରେ ମାତ ଦେଇଛି କେରଳ । ବିଜୟ ହଜାରେ ଟ୍ରଫିର ଏଲିଟ ଗ୍ରୁପ ସିର ଏହି ମ୍ୟାଚରେ କେରଳ ପ୍ରଭାବୀ ପ୍ରଦର୍ଶନ ସହ ବିଜୟୀ ହୋଇଛି । ଏହା କେରଳର କ୍ରମାଗତ ଦ୍ବିତୀୟ ବିଜୟ ।

କ୍ୟାପଟେନ ସଚିନ ବେବି 76 ରନର ଇଂନିସ ଖେଳିଥିଲେ ଓ କରଣ ଶର୍ମା 41 ରନର ବ୍ୟୟରେ ଦୁଇଟି ୱିକେଟ ହାସଲ କରିଛନ୍ତି ।

ଅନ୍ୟପଟେ ଦେବଦତ୍ତ ପାଦିକ୍କଲଙ୍କ 97 ଓ ସମର୍ଥ ଆର୍‌ଙ୍କ ଅପରାଜିତ 158 ରନ ବଳରେ କର୍ଣ୍ଣାଟକ ବିହାରକୁ ହରାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details