ଓଡିଶା

odisha

By

Published : Mar 13, 2020, 8:18 AM IST

ETV Bharat / sports

ଆଜି ଦିନର ପ୍ରମୁଖ କ୍ରୀଡା ସୂଚୀ

ନଜର ପକାନ୍ତୁ ଆଜି ଦିନର ପ୍ରମୁଖ କ୍ରୀଡାସୂଚୀ ଉପରେ । ଆଜି କ୍ରିକେଟରେ ଅଷ୍ଟ୍ରେଲିଆ- ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଏଥିସହିତ ଚଳିତ ରଣଜୀ ଟ୍ରଫି ଫାଇନାଲ ମୁକାବିଲାର ଶେଷ ଦିନ ରହିଛି।

Top sports events of the day
ଆଜି ଦିନର ପ୍ରମୁଖ କ୍ରୀଡା ସୂଚୀ

ଆଜି ଦିନର କ୍ରୀଡା ସୂଚୀ:

ଫୁଟବଲ- UEFA ୟୁରୋପା ଲିଗ ରାଉଣ୍ଡ-16

ୱଲଫସବର୍ଗ ବନାମ ଶଖତର

ଡୋନେଟ୍ସକରେଞ୍ଜରର୍ସ ବନାମ ବେୟର

ଅଲମ୍ପିକସ ବନାମ ୱଲ୍‌ଭସ

କ୍ରିକେଟ- ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ (9.30 AM)

କ୍ରିକେଟ- ରଣଜୀ ଟ୍ରଫି ଫାଇନାଲ

ବେଙ୍ଗଲ ବନାମ ସୌରାଷ୍ଟ୍ର(5ମ ଦିନ)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details