ଦୁବାଇ: ଆଇପିଏଲ ଲଢେଇ ପାଇଁ ଦିଲ୍ଲୀ କ୍ୟାପିଟେଲ୍ସ ଟିମ ରବିବାର ଦିନ ଦୁବେଇରେ ପହଞ୍ଚିଛି । ଚଳିତ ଆଇପିଏଲ ସଂସ୍କରଣ କୋରୋନା ଯୋଗୁଁ ବିଦେଶ ମାଟି ଦୁବାଇରେ ଆୟୋଜିତ ହେଉଛି । ଆଗାମୀ ମାସ 19 ସେପ୍ଟେମ୍ବରରୁ ଆରମ୍ଭ ହୋଇଯିବ ବିତ୍ତଶୀଳ ଲିଗ ଆଇପିଏଲ ।
ଆଇପିଏଲ 2020: ଦୁବାଇରେ ପହଞ୍ଚିଲେ ଦିଳ୍ଲୀ କ୍ୟାପିଟାଲ୍ସ ଟିମ
ଆଇପିଏଲ ଲଢେଇ ପାଇଁ ଦିଲ୍ଲୀ କ୍ୟାପିଟେଲ୍ସ ଟିମ ରବିବାର ଦିନ ଦୁବେଇରେ ପହଞ୍ଚିଛି । ଚଳିତ ଆଇପିଏଲ ସଂସ୍କରଣ କୋରୋନା ଯୋଗୁଁ ବିଦେଶ ମାଟି ଦୁବାଇରେ ଆୟୋଜିତ ହେଉଛି ।
ଆଇପିଏଲ 2020: ଦୁବାଇରେ ପହଞ୍ଚିଲେ ଦିଳ୍ଲୀ କ୍ୟାପିଟାଲ୍ସ ଟିମ
ଦିଲ୍ଲୀ ଟିମର ଭାରତୀୟ ଖେଳାଳିମାନେ ରବିବାର ୟୁଏଇକୁ ଉଡାଣ ଭରିବା ପୂର୍ବରୁ ସେମାନେ ସମସ୍ତ ଗୁରୁବାର ଦିନ ମୁମ୍ବାଇରେ ଏକତ୍ରିତ ହୋଇଥିଲେ ।
ସମସ୍ତ ଖେଳାଳି ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି ।