ଓଡିଶା

odisha

ରଣଜୀ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ

By

Published : Dec 1, 2019, 9:30 PM IST

ରଣଜୀ ଟ୍ରଫି ପାଇଁ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ 16 ଜଣିଆ ରଣଜୀ ଟିମ ଘୋଷଣା ହୋଇଛି।

ଓଡିଶା କ୍ରିକେଟ ଆସୋସିଏସନ
ଓଡିଶା କ୍ରିକେଟ ଆସୋସିଏସନ

କଟକ: ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ । ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ବରେ ଖେଳିବ ଓଡିଶା । ଏନେଇ ଆଜି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ 16 ଜଣିଆ ରଣଜୀ ଟିମ ଘୋଷଣା ହୋଇଛି। ବିସିସିଆଇର ନୂଆ ନିୟମ ଅନୁଯାୟୀ 2 ଜଣ ୱିକେଟ କିପରଙ୍କୁ ଦଳରେ ସ୍ଥାନ ମିଳିଛି। ଡିସେମ୍ବର 9ରୁ ଛତିଶଗଡ଼ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ରଣଜୀ ଅଭିଯାନ ଆରମ୍ଭ କରିବ ଓଡ଼ିଶା।

ଘୋଷିତ ଦଳ

  • 1. ଶୁଭ୍ରାଂଶୁ ସେନାପତି ( ଅଧିନାୟକ)
  • 2. ବିପ୍ଳବ ସାମନ୍ତରାୟ( ଉପ ଅଧିନାୟକ)
  • 3. ଗୋବିନ୍ଦ ପୋଦ୍ଦାର
  • 4.ଦେବାଶିଷ ସାମନ୍ତରାୟ
  • 5.ଅନୁରାଗ ଷଡ଼ଙ୍ଗୀ
  • 6.ଅଭିଷେକ ରାଉତ
  • 7. ସାନ୍ତନୁ ମିଶ୍ର
  • 8. ରାଜେଶ ଧୂପର( ୱିକେଟ କିପର )
  • 9.ସନ୍ଦୀପ ପଟ୍ଟନାୟକ
  • 10. ବସନ୍ତ ମହାନ୍ତି
  • 11.ସୂର୍ଯ୍ୟକାନ୍ତ ପ୍ରଧାନ
  • 12. ରାଜେଶ ମହାନ୍ତି
  • 13.ଦେବବ୍ରତ ପ୍ରଧାନ
  • 14. ସୁଜିତ ଲେଙ୍କା(ୱିକେଟ କିପର)
  • 15.ଅଙ୍କିତ ଯାଦବ
  • 16. ପପୁ ରାଏ

କଟକରୁ ପଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details