ଓଡିଶା

odisha

ସିନିଅର ମହିଳା ଟି-20 ସିରିଜ ପାଇଁ ଓଡିଶା ଦଳ ଘୋଷଣା

By

Published : Oct 7, 2019, 10:16 PM IST

ବିସିସିଆଇ ଘରୋଇ ସିଜିନର ମହିଳା ସିନିଅର ଟି -20 ଶୃଙ୍ଖଳା ପାଇଁ ଘୋଷଣା ହୋଇଛି 15 ଜଣିଆ ଓଡିଶା ଦଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ

କଟକ: ବିସିସିଆଇ ଘରୋଇ ସିଜିନର ମହିଳା ସିନିଅର ଟି -20 ଶୃଙ୍ଖଳା ପାଇଁ ଘୋଷଣା ହୋଇଛି 15 ଜଣିଆ ଓଡିଶା କ୍ରିକେଟ ଦଳ । ଯାହାକୁ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ଓସିଏ । ମଧୁସ୍ମିତା ବେହେରାଙ୍କ ଅଧିନାୟକତ୍ୱରେ ଟିମ ନାଗପୁର ଗସ୍ତ କରିବ ।

1. ମଧୁସ୍ମିତା ବେହେରା ( ଅଧିନାୟକ)
2. ମାଧୁରୀ ମେହେଟା( ଉପ ଅଧିନାୟକ)
3. ସରିତା ମେହେର
4. ପ୍ରଜ୍ଞା ପରମିତା ମହାନ୍ତି ( ୱିକେଟ ରକ୍ଷକ )
5. ଅଞ୍ଜଳି ସିଂ
6. ରାନୀ ଟୁଡୁ
7. ସୁନିତା ମୁର୍ମୁ
8. ଶିଳ୍ପା ସ୍ୱାଇଁ
9. ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁ

10. ରୋଜନାରା ପରବିନ
11. ସୁଜାତା ମଲିକ
12. ବନଲତା ମଲିକ
13.ଇନ୍ଦ୍ରାଣୀ ଛତ୍ରିଆ
14 .ଲୁଇସା ଦାସ
15. ଜାନକୀ ରେଡି

କୋଚ : ରଶ୍ମିତା ମହାନ୍ତି

ଏହି ଶୃଂଖଳାର ପ୍ରଥମ ମ୍ୟାଚ ନାଗପୁର ଖେଳିବ ଟିମ ଓଡ଼ିଶା। ଯେଉଁଥିରେ ହରିୟାଣା ଭେଟିବ ଟିମ । ଏହି ଶୃଂଖଳା 13 ତାରିଖ ରୁ ଆରମ୍ଭ ହୋଇ 24 ପର୍ଯ୍ୟନ୍ତ ଚାଲିବ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details