ଓଡିଶା

odisha

By

Published : Dec 26, 2019, 4:09 PM IST

ETV Bharat / sports

ରଣଜୀ ମ୍ୟାଚ ବେଳେ ଖେଳାଳାଙ୍କ ନମୁନା ସଂଗ୍ରହ କଲା ନାଡା

ଦିଲ୍ଲୀ-ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଚାଲୁଥିବା ସମୟରେ  ନାଡା 2 ଖେଳାଳିଙ୍କ  ନମୁନା ସଂଗ୍ରହ କରିଛି ।

NADA
NADA

ଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ରଣଜୀ ମ୍ୟାଚ ସମୟରେ ନାଡା 2 ଖେଳାଳିଙ୍କ ନମୁନା ସଂଗ୍ରହ କରିଛି । ଦିଲ୍ଲୀ-ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଚାଲୁଥିବା ସମୟରେ ହାଇଦ୍ରାବାଦର ଖେଳାଳି ତନ୍ମୟ ଓ ଦିଲ୍ଲୀର ଖେଳାଳି କୃଣାଳଙ୍କ ଡୋପିଂ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିଛି ନାଡା ।

ବିସିଆଇର ଏକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ନାଡା ଅଧିକାରୀ ଅଣ୍ଡର-19, ଅଣ୍ଡର-23 ଓ ମହିଳାଙ୍କ ମ୍ୟାଚ ସମୟରେ ନମୁନା ସଂଗ୍ରହ କରିବେ । ସୂଚନାନୁସାରେ ନାଡା ନମୁନାମାନ ଯାଞ୍ଚ ପାଇଁ ଦୋହାର ଏକ ମାନ୍ୟତାପ୍ରାପ୍ତ ପ୍ରୟୋଗଶାଳାର ବ୍ୟବହାର କରୁଛି ।

For All Latest Updates

TAGGED:

ନାଡା

ABOUT THE AUTHOR

...view details