ଚେନ୍ନାଇ:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସ୍ପିନର ୟୁଜଭେନ୍ଦ୍ର ଚହଲ ଆଉଏକ ବିରାଟ ସଫଳତାର ଅଧିକାରୀ ହୋଇଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗରେ 100ତମ ମ୍ୟାଚ ଖେଳିଛନ୍ତି ଚହଲ ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା, ଆଇପିଏଲର 14 ସଂସ୍କରଣର ପ୍ରଥମ ମୁକାବିଲାରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ଚହଲ ।