ଓଡିଶା

odisha

ETV Bharat / sports

ଆଇପିଏଲ ନିଲାମ ପୂର୍ବରୁ ଲୋଗୋ ବଦଳାଇଲା କିଙ୍ଗ୍ସ ଏକାଦଶ ପଞ୍ଜାବ

ବୁଧବାର ଦିନ କିଙ୍ଗ୍ସ ଏକାଦଶ ପଞ୍ଜାବ ତା'ର ନୂଆ ଲୋଗୋ ଉନ୍ମୋଚନ କରିଛି । ଅଧିକ ପଢନ୍ତୁ...

By

Published : Feb 18, 2021, 12:01 PM IST

ଆଇପିଏଲ ନିଲାମ ପୂର୍ବରୁ ଲୋଗ ବଦାଳଲା କିଙ୍ଗ୍ସ ଏକାଦଶ ପଞ୍ଜାବ
ଆଇପିଏଲ ନିଲାମ ପୂର୍ବରୁ ଲୋଗ ବଦାଳଲା କିଙ୍ଗ୍ସ ଏକାଦଶ ପଞ୍ଜାବ

ନୂଆଦିଲ୍ଲୀ: ଆଇପିଏଲର ଫ୍ରାଞ୍ଚାଇଜ କିଙ୍ଗ୍ସ ଏକାଦଶ ପଞ୍ଜାବ ଆଇପିଏଲ ନିଲାମ ପୂର୍ବରୁ ଦଳର ନାଁ ବଦାଇବା ସହ ନୂଆ ଲୋଗୋ ଉନ୍ମୋଚନ କରିଛି ।

ବୁଧବାର ଦିନ ଟିମର ନୂଆ ଲୋଗୋ ଉନ୍ମୋଚନ କରିଛି । ଟିମର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସତିଶ ମେନନ କହିଛନ୍ତି ଯେ, ପଞ୍ଜାବ କିଙ୍ଗ୍ସ ଏକ ବିକଶିତ ବ୍ରାଣ୍ଡ ନାଁ । ମୁଖ୍ୟ ବ୍ରାଣ୍ଡ ଉପରେ ଧ୍ୟାନ ଦେବାର ସଠିକ୍‌ ସମୟ ଆସିଛି ଯାଇଛି ।

ମୋହିତ ବର୍ମନ, ନେସ ଓ୍ବାଡିୟା, ପ୍ରୀତି ଜିଣ୍ଟା ଓ କରଣ ପଲଙ୍କ ଏହି ଦଳ ଏଯାବତ୍‌ ଆଇପିଏଲର ଟାଇଟଲ ଜିଣି ପାରି ନାହାଁନ୍ତି ।

ABOUT THE AUTHOR

...view details