ଦୁବାଇ: ଶନିବାର ଡବଲ ହେଡରର 2ୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି । ସେପଟେ ଆଜିର ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ପୁଣିଥରେ ଟସ ହାରିଛନ୍ତି ଧୋନି ।
CSK vs RCB: ପ୍ରଥମେ ବ୍ୟାଟିଂ କରିବ ବିରାଟଙ୍କ ଦଳ, ସିଏସକେ ଏକାଦଶରୁ କେଦାର ଆଉଟ
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି । ସେପଟେ ଆଜିର ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ପୁଣିଥରେ ଟସ ହାରିଛନ୍ତି ଧୋନି ।
CSK vs RCB: ପ୍ରଥମେ ବ୍ୟାଟିଂ କରିବ ବିରାଟଙ୍କ ଦଳ, ସିଏସକେ ଏକାଦଶରୁ କେଦାର ଆଉଟ
ତେବେ ବାଙ୍ଗାଲୋର ଦଳ ପାଇଁ ଖୁସି ଖବର ଦଳକୁ ଫିଟ ହୋଇ ଫେରିଛନ୍ତି କ୍ରିସ ମୋରିସ । ସେହିପରି ଚେନ୍ନାଇ ଏକାଦଶରୁ ମଧ୍ୟ କେଦାର ଯାଦବଙ୍କୁ ହଟାଯାଇ ଜଗଦିସନଙ୍କୁ ସ୍ଥାନ ଦିଆଯାଇଛି ।
- ଚେନ୍ନାଇ ସୁପର କିଙ୍ଗ୍ସ ଚୂଡାନ୍ତ ଏକାଦଶ:ସେନ ୱାଟସନ, ଫାଫ ଡୁ ପ୍ଲେସିସ୍, ଅମ୍ବାତି ରାୟୁଡୁ, ଏମଏସ ଧୋନି, ଏନ ଜଗାଦେସନ, ସାମ କୁରାନ, ରବିନ୍ଦ୍ର ଜାଡେଜା, ଡୱେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, କର୍ଣ୍ଣ ଶର୍ମା ।
- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚୂଡାନ୍ତ ଏକାଦଶ: ଦେବଦତ୍ତ ପାଦିକଲ, ଆରନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗୁରୁକେରାଟ ସିଂ ମନ୍, ଶିବମ୍ ଦୁବେ, କ୍ରିସ୍ ମୋରିସ୍, ୱାଶିଂଟନ୍ ସୁନ୍ଦର, ଇସୁରୁ ଉଦାନା, ନବଦୀପ ସାଇନି, ୟୁଜଭେନ୍ଦ୍ର ଚହଲ ।