ଓଡିଶା

odisha

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଶେଷ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇପାରନ୍ତି ବିରାଟ, ଜାଣନ୍ତୁ କାରଣ

By

Published : Nov 7, 2020, 10:58 PM IST

କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରୀ ପ୍ରଥମ ସପ୍ତାହରେ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମଦେବା ନେଇ ଆଶା ପ୍ରକାଶ ପାଇଛି ।

ଭାରତର ଅଷ୍ଟ୍ରେଲିଆ ଗସ୍ତ
ଭାରତର ଅଷ୍ଟ୍ରେଲିଆ ଗସ୍ତ

ହାଇଦ୍ରାବାଦ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ତାଙ୍କ ସନ୍ତାନର ଜନ୍ମରେ ଯୋଗଦେବା ପାଇଁ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (ବକ୍ସିଂ ଡେ ଟେଷ୍ଟ) ପୂର୍ବରୁ ଅଷ୍ଟ୍ରେଲିଆରୁ ଭାରତ ଫେରିଯିବାର ସମ୍ଭାବନା ରହିଛି । କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରୀ ପ୍ରଥମ ସପ୍ତାହରେ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମଦେବା ନେଇ ଆଶା ପ୍ରକାଶ ପାଇଛି ।

କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା

ସୂଚନାଥାଉ କି, ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଦୁଇ ମାସରୁ ଅଧିକ ଦିନ ଧରି ଅଷ୍ଟ୍ରେଲିଆରେ ରହିବ ଭାରତୀୟ ଦଳ । ଦଳ ସେଠାରେ 5ଟି ଟେଷ୍ଟ, 3ଟି ଦିନିକିଆ ଓ 3ଟି ଟେଷ୍ଟ ମ୍ୟାଚ ଖେଳିବ । ତେବେ ସିଡନୀ (ଜାନୁଆରୀ 7 ରୁ 11) ଏବଂ ବ୍ରିସବେନ୍ (ଜାନୁୟାରୀ 15 ରୁ 19) ରେ ହେବାକୁ ଥିବା 2021 ମସିହାରେ ଶେଷ ଦୁଇଟି ଟେଷ୍ଟ ପାଇଁ 32 ବର୍ଷିୟାଙ୍କୁ ଅଷ୍ଟ୍ରେଲିଆରୁ ଫେରି ଆସି ପାରନ୍ତି ଅନୁମାନ କରାଯାଉଛି ।

ABOUT THE AUTHOR

...view details