ଦୁବାଇ: ରାଜସ୍ଥାନ ରୟାଲ୍ସର ଫିଲ୍ଡିଂ କୋଚ ଦିଶାନ୍ତ ୟାଗନିକ କୋରାେନା ମୁକ୍ତ ହୋଇ ୟୁଏଇ ଗସ୍ତ କରିଛନ୍ତି । 37ବର୍ଷୀୟ ଦିଶାନ୍ତ କୋରାେନା ସଂକ୍ରମିତ ଥିବା 12ଅଗଷ୍ଟ ଦିନ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ ସୂଚନା ଦେଇଥିଲା ।
ୟାଗନିକ ଉଦୟପୁରରେ ନିଜର ଘରେ ଥିବାବେଳେ ରିପୋର୍ଟ ପଜିଟିଭ ଆସିଥିଲା । ଚିକିତ୍ସା ନିମନ୍ତେ କୋଭିଡ-19 ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।