ଓଡିଶା

odisha

ETV Bharat / sports

ୟୁଏଇକୁ ଆଇପିଏଲ ଆୟୋଜନ ଅନୁମତି ଦେଲା ବିସିସିଆଇ

ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଆଗାମୀ ସଂସ୍କରଣ ଆୟୋଜନ ପାଇଁ ବିସିସିଆଇ ପକ୍ଷରୁ ୟୁଏଇକୁ ମିଳିଲା ଆନୁଷ୍ଠାନିକ ଅନୁମତି । ଏମିରେଟ୍ସ କ୍ରିକେଟ ବୋର୍ଡ (ECB) ପକ୍ଷରୁ ଏନେଇ ମଙ୍ଗଳବାର ସ୍ପଷ୍ଟ କରାଯାଇଛି ।

Emirates Cricket Board  receives offical clearance from BCCI to host IPL 2020
ୟୁଏଇକୁ ମିଳିଲା ଆଇପିଏଲ ଆୟୋଜନ ଅନୁମତି

By

Published : Aug 11, 2020, 7:58 PM IST

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଆଗାମୀ ସଂସ୍କରଣ ଆୟୋଜନ ପାଇଁ ବିସିସିଆଇ ପକ୍ଷରୁ ୟୁଏଇକୁ ମିଳିଲା ଆନୁଷ୍ଠାନିକ ଅନୁମତି । ଏମିରେଟ୍ସ କ୍ରିକେଟ ବୋର୍ଡ(ECB) ପକ୍ଷରୁ ଏନେଇ ମଙ୍ଗଳବାର ସ୍ପଷ୍ଟ କରାଯାଇଛି ।

ଇଣ୍ଡିଆନ ପ୍ରିମିୟର ଲିଗ

ଆଇପିଏଲର 13ତମ ସଂସ୍କରଣ ୟୁଏଇରେ ସେପ୍ଟେମ୍ବର 19ରୁ ନଭେମ୍ବର 10 ପର୍ଯ୍ୟନ୍ତ ଖେଳାଯିବ । ବିଶ୍ବର ସବୁଠୁ ବଡ ଓ ବିତ୍ତଶାଳୀ ଟି-20 ଲିଗର ଏହି ଟୁର୍ଣ୍ଣାମେଣ୍ଟ 53 ଦିନ ଧରି ଖେଳାଯିବ ।

ଇଣ୍ଡିଆନ ପ୍ରିମିୟର ଲିଗ

ଆଇପିଏଲ ଭଳି ମେଗା ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ବିସିସିଆଇ ପକ୍ଷରୁ ଅନୁମତି ମିଳିବା ପରେ ଖୁସି ଜାହିର କରିଛନ୍ତି, ଏମିରେଟସ କ୍ରିକେଟ ବୋର୍ଡର ଚେୟାରମ୍ୟାନ ସୈଖ ନହୟନ ।

ୟୁଇଏର ଆବୁଧାବି, ସାରଜହ ଓ ଦୁବାଇ ଏହି 3ଟି ଭେନ୍ୟୁରେ ସମସ୍ତ ମ୍ୟାଚ ଖେଳାଯିବ । ସୋମବାର ୟୁଏଇରେ ଆଇପିଏଲ ଆୟୋଜନ ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଥିବା ଚେୟାରମ୍ୟାନ ବ୍ରିଜେସ ପଟେଲ ସୂଚନା ଦେଇଥିଲେ ।

ABOUT THE AUTHOR

...view details