ଓଡିଶା

odisha

By

Published : Oct 27, 2019, 2:29 PM IST

ETV Bharat / sports

ଦୀପାବଳିରେ କ୍ରିକେଟରଙ୍କ ଶୁଭେଚ୍ଛା

ଆଲୋକର ପର୍ବ ଦୀପାବଳି । ଏହାକୁ ନେଇ ସମସ୍ତେ ବେଶ୍‌ ଉତ୍ସବମୁଖର । ଏହି ଅବସରରେ କ୍ରିକେଟରମାନେ ନିଜର ଫ୍ୟାନ୍ସମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଟ୍ବିଟ

ହାଇଦ୍ରାବାଦ: ଅନ୍ଧାର ଉପରେ ଆଲୋକର ବିଜୟ ପର୍ବ ଦୀପାବଳି । ଏହି ପର୍ବକୁ ସାରା ଦେଶ ବେଶ୍‌ ଧୁମ୍‌ଧାମରେ ପାଳୁଛି । ତେବେ ଆମ ପ୍ରିୟ କ୍ରିକେଟରମାନେ ତାଙ୍କ ଫ୍ୟାନ୍ସମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଅବା କିପରି ଭୁଲି ଯାଇଥାନ୍ତେ ।

ଫଟୋ ସୌଜନ୍ୟ:ସୋସିଆଲମିଡିଆ@sachin_rt

ଏହି ଅବସରରେ କ୍ରିକେଟ ଜଗତର ଖେଳାଳୀମାନେ ନିଜ ଫ୍ୟାନ୍ସ ମାନଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ଖାସ୍‌ କରି ଭାରତୀୟ ଟିମର କୋଚ ରବି ଶାସ୍ତ୍ରୀ , ସଚିନ ତେନ୍ଦୁଲକଲର, ରୋହିତଶର୍ମା, ଶେଖର ଧଓ୍ବନ, ଚିତେଶ୍ବର ପୂଜାରା, ଆର ଅଶ୍ବିନ ପ୍ରମୁଖ ଟ୍ବିଟ କରି ନିଜର ଦୀପାବଳି ସ୍ମୃତି ସେୟାର କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

ଫଟୋ ସୌଜନ୍ୟ:ସୋସିଆଲମିଡିଆ@RaviShastriOfc
ଫଟୋ ସୌଜନ୍ୟ:ସୋସିଆଲମିଡିଆ@SDhawan25
ଫଟୋ ସୌଜନ୍ୟ:ସୋସିଆଲମିଡିଆ@cheteshwar1

ତେବେ ବିଦେଶୀ ଖେଳାଳିମାନେ ମଧ୍ୟ ଏହି ଆଲୋକ ଓ ଖୁସିର ପର୍ବର ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ମଧ୍ୟରୁ ଷ୍ଟିଭ ସ୍ମିଥ ଓ କ୍ରିସ ଗେଲ୍‌ ସାମିଲ ଅଛନ୍ତି ।

ଫଟୋ ସୌଜନ୍ୟ:ସୋସିଆଲମିଡିଆ@henrygayle

ABOUT THE AUTHOR

...view details