ଓଡିଶା

odisha

", "articleSection": "sports", "articleBody": "ହିଟମ୍ୟାନ ରୋହିତ ଶର୍ମାଙ୍କୁ ଖେଳରତ୍ନ ମିଳିବା ନେଇ ଘୋଷଣା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁଭେଚ୍ଛା ଜଣାଇଛି ।ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମାଙ୍କୁ ଖେଳରତ୍ନ ମିଳିବା ନେଇ ଘୋଷଣା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁଭେଚ୍ଛା ଜଣାଇଛି । ଅଗଷ୍ଟ 29ରେ 4ର୍ଥ କ୍ରିକେଟର ଭାବେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇବେ ରୋହିତ । ରୋହିତଙ୍କ ଉଦ୍ଦେଶ୍ୟରେ ବିସିସିଆଇ ପକ୍ଷରୁ କରାଯାଇଥିବା ଟ୍ବିଟରେ 'ହିଟମ୍ୟାନ, ତୁମ ପାଇଁ ଗର୍ବିତ' ଲେଖାଯାଇଛି । ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । Congratulations @ImRo45 for being conferred with the Rajiv Gandhi Khel Ratna Award, 2020, India’s highest sporting honour. He is only the fourth Indian cricketer to receive this award.We are proud of you, Hitman! pic.twitter.com/ErHJtBQoj9— BCCI (@BCCI) August 21, 2020 ରୋହିତଙ୍କ ସହ ପାରାଅଲମ୍ପିକ୍ସ ଖେଳାଳି ମାରିୟାପ୍ପନ ଥାଙ୍ଗାଭେଲୁ, ଟେବୁଲ ଟେନିସ ଚମ୍ପିଆନ ମୋନିକା ବାତ୍ରା, କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ଓ ହକି ମହିଳା ଟିମ ଇଣ୍ଡିଆ କ୍ୟାପଟେନ ରାନୀ ରାମପାଲଙ୍କୁ ଚଳିତ ବର୍ଷର ରାଜୀବ ଗାନ୍ଧି ଖେଳରତ୍ନ ପ୍ରଦାନ କରାଯିବ । Great going @ImIshant on being conferred with the prestigious Arjuna Award for 2020. 🇮🇳Here's to many more milestones ahead! 👏🙌 pic.twitter.com/3Mbvt0Fm9s— BCCI (@BCCI) August 22, 2020 ଅନ୍ୟଏକ ଟ୍ବିଟରେ କ୍ରିକେଟ ପରିଚାଳନା ବୋର୍ଡ ପକ୍ଷରୁ ସିନିୟର ବୋଲର ଈଶାନ୍ତ ଶର୍ମା ଓ ମହିଳା ଟିମ ଇଣ୍ଡିଆର ଷ୍ଟାର ଅଲରାଣ୍ଡର ଦୀପ୍ତି ଶର୍ମାଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଯାଇଛି । We congratulate @Deepti_Sharma06 for winning the Arjuna Award, 2020. 🇮🇳👏Here are her key career milestones. 👇 pic.twitter.com/qwCu8rT7JE— BCCI (@BCCI) August 22, 2020 ଅଗଷ୍ଟ 20 ଜାତୀୟ କ୍ରୀଡା ଦିବସରେ କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ମନୋନୀତ ହୋଇଥିବା ସମସ୍ତ ଖେଳାଳିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ବତନ୍ତ୍ର ଅନଲାଇନ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ ।ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.com/oriya/odisha/sports/cricket/cricket-top-news/bcci-congratulates-rohit-sharma-on-being-conferred-with-rajiv-gandhi-khel-ratna-award/or20200822163652834", "inLanguage": "or", "datePublished": "2020-08-22T16:36:54+05:30", "dateModified": "2020-08-22T16:36:54+05:30", "dateCreated": "2020-08-22T16:36:54+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-8516142-thumbnail-3x2-wc.jpg", "mainEntityOfPage": { "@type": "WebPage", "@id": "https://www.etvbharat.com/oriya/odisha/sports/cricket/cricket-top-news/bcci-congratulates-rohit-sharma-on-being-conferred-with-rajiv-gandhi-khel-ratna-award/or20200822163652834", "name": "କ୍ରୀଡା ପୁରସ୍କାର ବିଜେତା: ରୋହିତ-ଦୀପ୍ତି-ଈଶାନ୍ତଙ୍କୁ ବିସିସିଆଇର ଶୁଭେଚ୍ଛା", "image": "https://etvbharatimages.akamaized.net/etvbharat/prod-images/768-512-8516142-thumbnail-3x2-wc.jpg" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-8516142-thumbnail-3x2-wc.jpg", "width": 1200, "height": 675 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / sports

କ୍ରୀଡା ପୁରସ୍କାର ବିଜେତା: ରୋହିତ-ଦୀପ୍ତି-ଈଶାନ୍ତଙ୍କୁ ବିସିସିଆଇର ଶୁଭେଚ୍ଛା - ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ

ହିଟମ୍ୟାନ ରୋହିତ ଶର୍ମାଙ୍କୁ ଖେଳରତ୍ନ ମିଳିବା ନେଇ ଘୋଷଣା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁଭେଚ୍ଛା ଜଣାଇଛି ।

BCCI congratulates Rohit Sharma on being conferred with Rajiv Gandhi Khel Ratna award
ରୋହିତଙ୍କୁ ଖେଳରତ୍ନ ବିସିସିଆଇର ଶୁଭେଚ୍ଛା

By

Published : Aug 22, 2020, 4:36 PM IST

ନୂଆଦିଲ୍ଲୀ: ହିଟମ୍ୟାନ ରୋହିତ ଶର୍ମାଙ୍କୁ ଖେଳରତ୍ନ ମିଳିବା ନେଇ ଘୋଷଣା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁଭେଚ୍ଛା ଜଣାଇଛି । ଅଗଷ୍ଟ 29ରେ 4ର୍ଥ କ୍ରିକେଟର ଭାବେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇବେ ରୋହିତ । ରୋହିତଙ୍କ ଉଦ୍ଦେଶ୍ୟରେ ବିସିସିଆଇ ପକ୍ଷରୁ କରାଯାଇଥିବା ଟ୍ବିଟରେ 'ହିଟମ୍ୟାନ, ତୁମ ପାଇଁ ଗର୍ବିତ' ଲେଖାଯାଇଛି ।

ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି ।

ରୋହିତଙ୍କ ସହ ପାରାଅଲମ୍ପିକ୍ସ ଖେଳାଳି ମାରିୟାପ୍ପନ ଥାଙ୍ଗାଭେଲୁ, ଟେବୁଲ ଟେନିସ ଚମ୍ପିଆନ ମୋନିକା ବାତ୍ରା, କୁସ୍ତି ଯୋଦ୍ଧା ଭିନେଶ ଫୋଗଟ ଓ ହକି ମହିଳା ଟିମ ଇଣ୍ଡିଆ କ୍ୟାପଟେନ ରାନୀ ରାମପାଲଙ୍କୁ ଚଳିତ ବର୍ଷର ରାଜୀବ ଗାନ୍ଧି ଖେଳରତ୍ନ ପ୍ରଦାନ କରାଯିବ ।

ଅନ୍ୟଏକ ଟ୍ବିଟରେ କ୍ରିକେଟ ପରିଚାଳନା ବୋର୍ଡ ପକ୍ଷରୁ ସିନିୟର ବୋଲର ଈଶାନ୍ତ ଶର୍ମା ଓ ମହିଳା ଟିମ ଇଣ୍ଡିଆର ଷ୍ଟାର ଅଲରାଣ୍ଡର ଦୀପ୍ତି ଶର୍ମାଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଯାଇଛି ।

ଅଗଷ୍ଟ 20 ଜାତୀୟ କ୍ରୀଡା ଦିବସରେ କ୍ରୀଡାମନ୍ତ୍ରଣାଳୟ ପକ୍ଷରୁ ମନୋନୀତ ହୋଇଥିବା ସମସ୍ତ ଖେଳାଳିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ବତନ୍ତ୍ର ଅନଲାଇନ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସମ୍ମାନିତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details