ଓଡିଶା

odisha

ETV Bharat / sports

ହାର୍ଦ୍ଦିକଙ୍କ ନିର୍ବନ୍ଧ ପରେ କାହା ପାଳି, ଚହଲ କଲେ ଖୁଲାସା

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିର୍ବନ୍ଧ ପରେ କାହାର ହେବ ନିର୍ବନ୍ଧ, ଚହଲ କଲେ ଖୁିଲାସା । ପଢନ୍ତୁ ଅଧିକ ଖବର..

By

Published : Jan 4, 2020, 7:39 AM IST

yuzvendra chahal
yuzvendra chahal

ହାଇଦ୍ରାବାଦ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିର୍ବନ୍ଧ ପରେ ଭାରତୀୟ ଟିମର ଖେଳାଳି କୁଲଦୀପ ଯାଦବ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାପରେ କୁଲଦୀପଙ୍କ ପାଳି କହି ଚହଲ କହିଥିଲେ । ଏ ନେଇ ସେ କୁଲଦୀପଙ୍କ ସହ ମସ୍ତି କରୁଥିବା ନଜରକୁ ଆସିଛନ୍ତି ।

ଇନଷ୍ଟାଗ୍ରାମ

ନବବର୍ଷ ଦିନ ହାର୍ଦ୍ଦିକ ନତାଶାଙ୍କ ସହ ଏନଗେଜମେଣ୍ଟ କରିଥିବା ସୋସିଆଲ ମିଡିଆରେ ଜଣାଇଥିଲେ । ଏହାପରେ କୁଲଦୀପ ପାଣ୍ଡ୍ୟାଙ୍କ ପୋଷ୍ଟରରେ ଲେଖିଥିଲେ ଯେ, ଲକ୍ଷ ଲକ୍ଷ ଅଭିନନ୍ଦନ ।
ଏହାପରେ ଚହଲ କୁଲଦୀପଙ୍କୁ ମସ୍ତି ମସ୍ତିରେ କହିଛନ୍ତି ଯେ, ଏବେ ତୋ ପାଳି ।


ତେବେ ପ୍ରଶଂସକମାନେ ବି କମେଣ୍ଟ କରିବା ଛାଡି ନଥିଲେ ।

ABOUT THE AUTHOR

...view details