ଓଡିଶା

odisha

ETV Bharat / sitara

ସୌମିତ୍ର ଚାଟାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର - west bengle actor Soumitra Chatterjee health condition

ବଙ୍ଗଳା ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର। ତାଙ୍କୁ 21 ଦିନ ପାଇଁ ମିଣ୍ଟୋ ପାର୍କର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକ ପଢନ୍ତୁ...

ବଙ୍ଗଳା ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର
ବଙ୍ଗଳା ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର

By

Published : Oct 26, 2020, 10:00 PM IST

କୋଲକାତା: ବଙ୍ଗଳା ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର। ତାଙ୍କୁ 21 ଦିନ ପାଇଁ ମିଣ୍ଟୋ ପାର୍କର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ଅପରାହ୍ନରୁ ତାଙ୍କୁ ଏଣ୍ଡୋଟ୍ରାଚିଲ ଇଟ୍ୟୁବେଶନରେ ରଖାଯାଇଛି | ଗତ ତିନି ଧରି ଚାଲିଥିବା ଚିକିତ୍ସା ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିନାହିଁ ।

ଡାକ୍ତର ଅରିନ୍ଦମ କର କହିଛନ୍ତି, ସୋମବାର ଅପରାହ୍ନ 3 ଟା ପର୍ଯ୍ୟନ୍ତ ସୌମିତ୍ର ଚାଟାର୍ଜୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଇଟ୍ୟୁବେଶନ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତାଙ୍କୁ ବାରମ୍ବାର ଅକ୍ସିଜେନର ଆବଶ୍ୟକ ପଡୁଛି ବୋଲି ଡାକ୍ତର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details