ଓଡିଶା

odisha

By

Published : Jan 20, 2022, 2:57 PM IST

ETV Bharat / sitara

ଆଉ ନାହାଁନ୍ତି ଅଭିନେତା ପ୍ରିୟ ସୁନ୍ଦର ମିଶ୍ର, ମୃତ୍ୟୁ ପୂର୍ବରୁ ଫେସବୁକରେ ପୋଷ୍ଟ କରିଥିଲେ ଭାବବିହ୍ବଳ କବିତା

ଆଉ ନାହାଁନ୍ତି ଓଡ଼ିଆ ଚଳଚିତ୍ର ଜଗତର ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ର। ଗୁରୁବାର ସକାଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ

ଆଉ ନାହାନ୍ତି ଅଭିନେତା ପ୍ରିୟ ସୁନ୍ଦର ମିଶ୍ର, ମୃତ୍ୟୁ ପୂର୍ବରୁ ଫେସବୁକରେ ପୋଷ୍ଟ କରିଥିଲେ ଭାବବିହ୍ବଳ କଥା
ଆଉ ନାହାନ୍ତି ଅଭିନେତା ପ୍ରିୟ ସୁନ୍ଦର ମିଶ୍ର, ମୃତ୍ୟୁ ପୂର୍ବରୁ ଫେସବୁକରେ ପୋଷ୍ଟ କରିଥିଲେ ଭାବବିହ୍ବଳ କଥା

ହାଇଦ୍ରାବାଦ:ଆଉ ନାହାଁନ୍ତି ଓଡ଼ିଆ ଚଳଚିତ୍ର ଜଗତର ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ର । ଓଡ଼ିଆ ସିନେମା ତଥା ଟିଭି ଜଗତର ଜଣେ ଜଣାଶୁଣା ଅଭିନେତା ଥିଲେ ପ୍ରିୟ ସୁନ୍ଦର ମିଶ୍ର । ଗୁରୁବାର ସକାଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ 60 ବର୍ଷ ବୟସ ହୋଇଥିଲା ।

ଆଉ ନାହାନ୍ତି ଅଭିନେତା ପ୍ରିୟ ସୁନ୍ଦର ମିଶ୍ର

ଅନେକ ଚଳଚିତ୍ର ଓ ସିରିଏଲରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ପ୍ରଶଂସା ସାଉଁଟିଥିଲେ ପ୍ରିୟ ସୁନ୍ଦର ମିଶ୍ର । ତେବେ ମୃତ୍ୟୁ ପୂର୍ବରୁ ସେ ତାଙ୍କ ଫେସବୁକରେ "ହେ ମୃତ୍ୟୁ''କୁ ନେଇ ଏକ କବିତା ପୋଷ୍ଟ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଛି । ଏହି ହିନ୍ଦୀ କବିତା ଥିଲା ତାଙ୍କ ଶେଷ ଫେସବୁକ୍‌ ପୋଷ୍ଟ ମଧ୍ୟରୁ ଗୋଟିଏ । ଓଡିଆ ଚଳଚ୍ଚିତ୍ର 'କ୍ରାନ୍ତିଧରା'ରେ ଏବଂ ଟେଲିଫିଲ୍ମ 'ପ୍ରାୟଶ୍ଚିତ'ରେ ତାଙ୍କର ଭୂମିକା ପାଇଁ ପ୍ରଶଂସା ଲାଭ କରିଥିଲେ ପ୍ରିୟ ସୁନ୍ଦର ।

ABOUT THE AUTHOR

...view details