ହାଇଦ୍ରାବାଦ: ‘ସୁପର ଟିଚର’ ଟ୍ରେଣ୍ଡକୁ ଫଲୋ କରିଛନ୍ତି ବାଗି ଷ୍ଟାର ଟାଇଗର ସର୍ଫ । ନିଜ ଡ୍ୟାନସିଂ ଗୁରୁ ପରେଶଙ୍କ ପାଇଁ ସୋସିଆଲ ମିଡିଆରେ କରିଛନ୍ତି ଇମସୋନାଲ ପୋଷ୍ଟ । ପରେଶ ସାରଙ୍କୁ ଗୁରୁ ଭାବରେ ପାଇ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି କହିଛନ୍ତି ଟାଇଗର ।
ସୁପର ଟିଚରଙ୍କ ପାଇଁ ଟାଇଗରଙ୍କ ଇମୋସନାଲ ପୋଷ୍ଟ - super teacher
#Bottlecap ଚ୍ୟାଲେଞ୍ଜ ପରେ ‘ସୁପର ଟିଚର’ଟ୍ରେଣ୍ଡକୁ ଆଗକୁ ନେଇଛନ୍ତି ଅଭିନେତା ଟାଇଗର ସର୍ଫ । ଡ୍ୟାନ୍ସ ଗୁରୁ ପରେଶଙ୍କ ପାଇଁ ସୋସିଆଲ ମିଡିଆରେ କରିଛନ୍ତି ଇମୋସନାଲ ପୋଷ୍ଟ ।
ଫଟୋ ସୌଜନ୍ୟ: ଏ ଏନ ଆଇ
ତେବେ ‘ସୁପର ଟିଚର’ ଟ୍ରେଣ୍ଡ ପୂର୍ବରୁ #Bottlecap ଚ୍ୟାଲେଞ୍ଜ ପୁରା କରିଥିଲେ ଟାଇଗର ସର୍ଫ । ଆଖିରେ ପଟି ବାନ୍ଧି ଗୋଡ ସାହାର୍ଯ୍ୟରେ ବୋତଲର କ୍ୟାପକୁ ଖୋଲିଥିଲେ । ବଲିଉଡରେ ପ୍ରଥମେ ଅକ୍ଷୟ କୁମାର ଏହି ଟ୍ରେଣ୍ଡ ଆରମ୍ଭ କରିଥିଲେ ।