ଓଡିଶା

odisha

ETV Bharat / sitara

ଫ୍ୟାନ୍ସ ଙ୍କ ପାଇଁ ଏକ ଥ୍ରୋବ୍ୟାକ୍ ଫଟୋ ପୋଷ୍ଟ କଲେ ଟାଇଗର

ସୋସିଆଲ ମିଡିଆରେ ଭାଇରାଲ ହେଲା ଟାଇଗରଙ୍କ ଥ୍ରୋବ୍ୟାକ ଫଟୋ । ଫଟୋରେ ଟାଇଗର ଏକ ଧଳା ଟି-ସାର୍ଟ, ବ୍ଲେଜର ସହିତ ଧଳା ଫରର୍ମାଲ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଫଟୋରେ ଟାଇଗର ବହୁତ ହ୍ୟାଣ୍ତସମ୍ ଦେଖାଯାଉଛନ୍ତି । ଅଙିକ ପଢନ୍ତୁ...

By

Published : Jul 9, 2020, 5:26 PM IST

Tiger Shroff are surely a Throwback Thursday treat for his fans
ଫ୍ୟାନ୍ସ ଙ୍କ ପାଇଁ ଏକ ଥ୍ରୋବ୍ୟାକ୍ ଫଟୋ ପୋଷ୍ଟ କଲେ ଟାଇଗର

ନୂଆଦିଲ୍ଲୀ: ଆକ୍ସନ ହିରୋ ଟାଇଗର ଶ୍ରଫ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟଭି ନଜର ଆସନ୍ତି । ସେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ନିଜର ଫିଟନେସ, ୱାର୍କଆଉଟ ଭିଡିଓ ସେୟାର କରନ୍ତି । ଏବେ ପୁଣି ଏମିତି ଏକ ଫଟୋ ତାଙ୍କର ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ।

ଆଜି ଟାଇଗର ଫ୍ୟାନ୍ସ ଙ୍କ ଇନଷ୍ଟାଗ୍ରାମରେ ତାଙ୍କର ଏକ ଥ୍ରୋବ୍ୟାକ୍ ଫଟୋ ପୋଷ୍ଟ କରିଛନ୍ତି ।

ଫଟୋରେ ଟାଇଗର ଏକ ଧଳା ଟି-ସାର୍ଟ, ବ୍ଲେଜର ସହିତ ଧଳା ଫରର୍ମାଲ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଫଟୋରେ ଟାଇଗର ବହୁତ ହ୍ୟାଣ୍ତସମ୍ ଦେଖାଯାଉଛନ୍ତି । ଟାଇଗରଙ୍କ ଏହି ଫଟୋକୁ ପ୍ରଂଶସକମାନେ ବହୁତ ପସନ୍ଦ କରିବା ସହିତ ଏହି ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି ।

ନିକଟରେ, ଟାଇଗର ସୁଶାନ୍ତଙ୍କ ମୃତ୍ୟୁ ପରେ ପରିବାଦ ଉପରେ କହିଥିଲେ ଯେ, ଷ୍ଟାରଙ୍କ ପୁଅ ହୋଇଥିବାରୁ ପ୍ରଂଶସକମାନେ ଭାବନ୍ତି ଏହା ଆମ ପାଇଁ ବହୁତ ସହଜ । କିନ୍ତୁ ମୁଁ ମିଛ କହିବି ନାହିଁ, ଏହା ଆମ ପାଇଁ ବହୁତ କଷ୍ଟକର ହୋଇଥାଏ । ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛନ୍ତି ସେମାନଙ୍କ ପାଇଁ ଏହା ଯଥେଷ୍ଟ ସହଜ କିନ୍ତୁ ଏହାକୁ ନିଜେ ଅଭିନୟ ଜଗତରେ ପ୍ରୟାସ କରିବା ପାଇଁ ଦୁଇଗୁଣ କଷ୍ଟକର ହୋଇଥାଏ । ମୁଁ ମୋ ବାପାଙ୍କ ଛାଇରୁ ବାହାରକୁ ବାହାରିବା ପରେ ସଫଳ ହୋଇଛି । ମୋ ବାପା 30 ବର୍ଷ ଧରି ଏହି ଇଣ୍ଡଷ୍ଟ୍ରିରେ ଅଛନ୍ତି । ସେ ଇଣ୍ଡଷ୍ଟ୍ରି ବିଷୟରେ ମୋ ଠାରୁ ଅଧିକ ଜାଣନ୍ତି । ବର୍ତ୍ତମାନ ମୁଁ ନିଜର ଲକ୍ଷ୍ୟସ୍ଥଳରେ ପହଁଞ୍ଚିବା ପାଇଁ ଚେଷ୍ଟା କରୁଛି ।

For All Latest Updates

ABOUT THE AUTHOR

...view details