ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଅନେକ ଘଟଣା ସାମ୍ନାକୁ ଆସୁଛି । ଶୁଣିବାକୁ ମିଳୁଛି ଦୀର୍ଘ 6 ମାସ ହେବ ସେ ଡିପ୍ରେସନରେ ଥିଲେ । ସେଥିପାଇଁ ସେ ମେଡିସିନ୍ ମଧ୍ୟ ନେଉଥିଲେ । ତାଙ୍କ ହାତରୁ 6 ମାସ ମଧ୍ୟରେ 7ଟି ଫିଲ୍ମ ଚାଲି ୟାଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ସୁଶାନ୍ତ ନିଜର ଅନେକ ପୋଷ୍ଟରେ ଏହା କହିଛନ୍ତି ମୋତେ ବଲିଉଡରେ ରହିବାକୁ ହେଲେ ସଙ୍ଘର୍ଷ କରିବାକୁ ପଡିବ । ତେବେ ହଠାତ୍ ସଙ୍ଘର୍ଷ କରିବାରୁ ପଛଘୁଞ୍ଚା ଦେବାର କାରଣ କଣ ହୋଇପାରେ । ଏହା ଆଜି ସମସ୍ତଙ୍କ ମନରେ ପ୍ରଶ୍ନ..
ତେବେ ବଲିଉଡରେ ସୁଶାନ୍ତ ନୂଆ ନୁହଁନ୍ତି ଯିଏ ବିନା ଗଡଫାଦରରେ ପରଦାରେ ସଫଳ ହୋଇଛନ୍ତି । ଏଥିରେ ଅନେକ ସୁପରଷ୍ଟାରଙ୍କ ନାମ ମଧ୍ୟ ରହିଛି । ଆଉ ବଲିଉଡରେ ସେମିତି କିଛି ଷ୍ଟାର ହେଉଛନ୍ତି...
ଶାହାରୁଖ୍ ଖାନ୍
ସଙ୍ଘର୍ଷରୁ ଆରମ୍ଭ ବଲିଉଡର କିଙ୍କ ଖାନଙ୍କ ଅଭିଯାନ । ସିରିଅଲରୁ କାମ ଆରମ୍ଭ କରି ଆଜି ସେ ସୁପରଷ୍ଟାର ।
ଅକ୍ଷୟ କୁମାର
ବଲିଉଡରେ ସୁପରଷ୍ଟାର ଟ୍ୟାଗ ନିଜ ନାଁ ରେ କରିଥିବା ଏହି ଅଭିନେତା ଆଜିର ଯୁବପିଢୀଙ୍କ ପାଇଁ ଉଦାହରଣ ନିଶ୍ଚୟ ।
ଇରଫାନ ଖାନ