ଓଡିଶା

odisha

ETV Bharat / sitara

ଆର୍ଟିକିଲ-15ର ସ୍ପେଶାଲ ସ୍କ୍ରିନିଂରେ ବଲିଉଡ ସୁନ୍ଦରୀ

ରିଲିଜର ଦିନକ ପୂର୍ବରୁ ବଲିଉଡ ସେଲିବ୍ରିଟିଙ୍କ ଫିଲ୍ମ ଆର୍ଟିକିଲ-15ର ସ୍ପେଶାଲ ସ୍କ୍ରିନିଂ କରାଯାଇଛି । ଏଥିରେ ସୁପରଷ୍ଟାର ଶାହାରୁଖ ଖାନ ଯୋଗ ଦେଇ ଆୟୁଷ୍ମାନଙ୍କୁ କରିଥିଲେ ଆଲିଙ୍ଗନ । ବଲିଉଡ କଳାକାରଙ୍କ ସହ ଯୋଗ ଦେଇଥିଲେ ଟେଲିଜଗତର ଅନେକ ଷ୍ଟାର ।

By

Published : Jun 27, 2019, 4:39 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/viralbhayani

ହାଇଦ୍ରାବାଦ: ଫିଲ୍ମ ରିଲିଜର ଦିନକ ପୂର୍ବରୁ ସେଲିବ୍ରିଟି ଓ ଚଳଚ୍ଚିତ୍ର ସମୀକ୍ଷକଙ୍କ ପାଇଁ ମୁମ୍ବାଇରେ ଆର୍ଟିକିଲ-15ର ସ୍ପେଶାଲ ସ୍କ୍ରିନିଂ କରାଯାଇଥିଲା । ଏଥିରେ ବଲିଉଡର ଅନେକ ଷ୍ଟାର ଯୋଗ ଦେଇଥିଲେ । ଶାହାରୁଖଙ୍କ ଠୁ ଆରମ୍ଭ କରି ଭିକି କୌଶଲ, ସୁନୀଲ ସେଟ୍ଟି, ସ୍ବରା ଭାସ୍କର ଆଦି ପହଞ୍ଚିଥିଲେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ତେବେ ଫିଲ୍ମରେ ଆୟୁଷ୍ମାନ ଖୁରାନା ମୁଖ୍ୟ ଭୁମିକାରେ ନଜର ଆସିଛନ୍ତି । ତାଙ୍କ ପତ୍ନୀ ଭୁମିକାରେ ନଜର ଆସିଛନ୍ତି ତାହିରା କଶ୍ୟପ । ତେବେ ଫିଲ୍ମ ଦେଖିବା ପାଇଁ ପହଞ୍ଚିଥିଲେ କିଙ୍ଗ ଖାନ । ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଭଲ ସାଙ୍ଗ ହେଉଛନ୍ତି ଶାହାରୁଖ ।

ଡିଜାଇନ ଫଟୋ

ଏହାସହ ଟେଲି ଅଭିନେତ୍ରୀ ଓ ମଡେଲ କ୍ରିଷ୍ଟଲ ଡି'ସୋଜା ମଧ୍ୟ ଯୋଗ ଦେଇଥିଲେ । ଆର୍ଟିକିଲ-15ରେ ଅଭିନୟ କରିଥିବା ସୟାନୀ ଗୁପ୍ତା ମଧ୍ୟ ଫିଲ୍ମ ଦେଖିବାକୁ ପହଞ୍ଚିଥିଲେ । ଏହାଛଡା ଆୟୁଷମାନଙ୍କ ଭାଇ ଅପାରଶକ୍ତି ଖୁରାନା ପତ୍ନୀ ଆକୃତି ଖୁରାନାଙ୍କ ସହ ନଜର ଆସିଥିଲେ ।

ABOUT THE AUTHOR

...view details