ଓଡିଶା

odisha

ମେକଅପ ମ୍ୟାନଙ୍କ ବିବାହରେ ଯୋଗ ଦେଲେ ଶାହାରୁଖ

By

Published : Jun 4, 2019, 10:28 AM IST

ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଶାହାରୁଖ ନିଜ ମେକଅପ ମ୍ୟାନଙ୍କ ବାହାଘରରେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ବଲିଉଡ କିଙ୍ଗଖାନ ସବୁବେଳେ ନିଜ ପାଖପାଖି ଲୋକଙ୍କ ସମ୍ପର୍କରେ ଥାଆନ୍ତି । ନିକଟରେ ନିଜ ମେକଅପମ୍ୟାନଙ୍କ ବାହାଘରରେ ଯୋଗ ଦେଇଛନ୍ତି । ତେବେ ଏ ସମ୍ପର୍କିତ ଏକ ଭିଡିଓ ଭାଇରାଲ ହୋଇଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ଭିଡିଓରେ ଫ୍ୟାନ୍ସଙ୍କ ଚିଅରିଂ ହିଁ ଶାହାରୁଖଙ୍କ ଉପସ୍ଥିତିକୁ ସାଫ ସାଫ ଜାହିର କରୁଥିଲା । ଷ୍ଟେଜ ଉପରକୁ ଆସିବା ପରେ ଶାହାରୁଖ ପ୍ରଥମେ ନବ ବିବାହିତ ଦମ୍ପତ୍ତିଙ୍କ ପାଖକୁ ଯାଇଥିଲେ । ତେବେ ଭିଡିଓଙ୍କୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ।

ଭିଡିଓରେ ଫ୍ୟାନ୍ସଙ୍କ ପଜିଟିଭ ପ୍ରତିକ୍ରୟା ଦେଖିବାକୁ ମିଳିଛି ଓ ଧିରେ ଧିରେ ଭାଇରାଲ ହେବାରେ ଲାଗିଛି ତେବେ ଭିଡିଓଟି କେବେର ସେନେଇ କୈଣସି ବିଶେଷ ସୂଚନା ନାହିଁ ।

For All Latest Updates

ABOUT THE AUTHOR

...view details