ଓଡିଶା

odisha

ETV Bharat / sitara

ବିନା ମେକଅପରେ ସମୀରା, ଭାଇରାଲ ଭିଡିଓ

ବେବି ବମ୍ପ ସହ ନିକଟରେ ବିକିନି ପିନ୍ଧି ପାଣି ଭିତରେ ନଜର ଆସିଥିଲେ ସମୀରା ରେଡ୍ଡୀ । ଦ୍ବିତୀୟଥର ମା' ହେବାକୁ ଯାଉଛନ୍ତି ସମୀରା ।

By

Published : Jul 11, 2019, 10:04 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସମୀରା ରେଡ୍ଡୀ

ମୁମ୍ବାଇ: ଅଭିନେତ୍ରୀ ସମୀରା ରେଡ୍ଡୀ ଦ୍ବିତୀୟଥର ମା' ହେବାକୁ ଯାଉଛନ୍ତି । ମା' ହେବା ସୂଚନା ସେ ସୋସିଆଲ ମିଡିଆରେ ଦେଇସାରିଛନ୍ତି । ନିକଟରେ ସେ ବେବି ବମ୍ପ ସହ ଅଣ୍ଡର ୱାଟର ସୁଟ ଫଟୋ ସୁଟ କରି ଚର୍ଚ୍ଚାରେ ଆସିଥିଲେ । ସେ ଏବେ ପୁଣି ଗୋଟିଏ ଭିଡିଓ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓଟିରେ ସମୀରା ଭିନ୍ନ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି । ବିନା ମେକଅପରେ ମହିଳାଙ୍କ କଥା କହୁଛନ୍ତି ସମୀରା ।

ଭିଡିଓଟିକୁ ସେୟାର କରି ସେ କ୍ୟାପସନରେ ସେ ବିନା ମେକଅପରେ କେମିତି ଦେଖାଯାଉଛନ୍ତି ତାହା ନେଇ ଜୀବନର ବାସ୍ତବତା ସମସ୍ତଙ୍କୁ ଜଣାଇଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ସମୀରାଙ୍କ ଏହି ଭିଡିଓ...

For All Latest Updates

ABOUT THE AUTHOR

...view details