ଓଡିଶା

odisha

ETV Bharat / sitara

‘ଜୱାନୀ ଜାନେମନ’ ପାଇଁ 11କେଜି ଓଜନ କମାଇଲେ ସୈଫ

ଆଗାମୀ ଫିଲ୍ମ ‘ଜୱାନୀ ଜାନେମନ’ ପାଇଁ 11କେଜି ଓଜନ କମାଇଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ । ଲଣ୍ଡନରେ ଚାଲିଛି ସୁଟିଂ ।

By

Published : Sep 26, 2019, 1:38 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ‘ଲାଲ୍ କପ୍ତାନ’ ପାଇଁ ଚର୍ଚ୍ଚାରେ ଥିବା ସୈଫ ଅଲ୍ଲୀ ଖାନ ଖୁବ ଶୀଘ୍ର ତବୁଙ୍କ ସହ ନଜର ଆସିବେ । ଫିଲ୍ମ ‘ଜୱାନୀ ଜାନେମନ’ରେ ନଜର ଆସିବେ ଦୁହେଁ । ତେବେ ଏହି ଫିଲ୍ମ ପାଇଁ ପ୍ରାୟ 11କିଲୋଗ୍ରାମ ଓଜନ କମାଇଛନ୍ତି ସୈଫ ଅଲ୍ଲୀ ଖାନ୍ ।

ତେବେ ସେ କୌଣସି ଟ୍ରେନର୍ କିମ୍ବା ଡାଏଟର ସାହାରା ନେଇ ନାହାଁନ୍ତି । ଘର ଖାଇବା ସହ ପ୍ରତିଦିନ ୱାର୍କଆଉଟ କରୁଥିଲେ ସୈଫ । ଫିଲ୍ମରେ ଅଭିନେତା ପୂଜା ବେଦୀଙ୍କ ଝିଅ ଆଲିଆ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିତିନ କକ୍କଡ ।

ABOUT THE AUTHOR

...view details