ମୁମ୍ବାଇ: ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ପିତା ବିଳାସରାଓ ଦେଶମୁଖଙ୍କର 8ତମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ସ୍ମରଣ କରିଛନ୍ତି ।
ରିତେଶ ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ଏକ ଫଟୋ ସେୟାର କରି ଲେଖିଛନ୍ତି, ତୁମର ହସ ସହିତ ଦୁନିଆକୁ ପରିବର୍ତ୍ତନ କର । ଦୁନିଆକୁ ତୁମର ହସକୁ ବଦଳାଇବାକୁ ଦିଅ ନାହିଁ । ମିସ୍ ୟୁ ବାପା ।