ମୁମ୍ବାଇ:ଅଭିନେତ୍ରୀ ରିଚା ଚଢା ତାଙ୍କ ଟ୍ୱିଟର ଆକାଉଣ୍ଟର ସେଟିଂକୁ ପ୍ରାଇଭେଟ କରିଛନ୍ତି । ଏହି ନିଷ୍ପତ୍ତି ପଛରେ କାରଣ ମଧ୍ୟ ରିଚା କହିଛନ୍ତି । ସେ କହିଛନ୍ତି ଯେ, ସେ ମାଇଣ୍ତଲେସ ସ୍କ୍ରୋଲିଂରେ କମ୍ ସମୟ ବିତାଇବାକୁ ଚାହୁଁଛନ୍ତି ।
ରିଚା ଏକ ପୋଷ୍ଟ କରି ଲେଖିଛନ୍ତି, ମୁଁ ମୋର ଆକାଉଣ୍ଟକୁ ପ୍ରାଇଭେଟ କରିବାକୁ ଯାଉଛି । ମୁଁ ଏହି ପ୍ଲାଟଫର୍ମରେ ପ୍ରଂଶସକଙ୍କୁ କେବଳ ସାହାଯ୍ୟ ଏବଂ ସମର୍ଥନ କରିବାକୁ ଅଛି । ମୋର ଏକ ସମୟ ସୀମା ଅଛି, ତେଣୁ ମୁଁ ମାଇଣ୍ତଲେସ ସ୍କ୍ରୋଲିଂରେ କମ୍ ସମୟ ବିତାଇବାକୁ ଚାହୁଁଛି ।