ମୁମ୍ବାଇ: ବି-ଟାଉନର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ କଣ୍ଟ୍ରୋଭର୍ସିରେ ରହିଥାଆନ୍ତି । ଏବେ ସେ ପୁଣିଥରେ ଚର୍ଚ୍ଚାରେ ଆସିଛନ୍ତି । ସେ ସୋସିଆଲ ମିଡିଆରେ ବଲିଉଡର କଣ୍ଟ୍ରୋଭର୍ସି ହିରୋଇନ ସ୍ବରା ଭାସ୍କରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ପୁଣି ସ୍ବରାଙ୍କ ମାଷ୍ଟରବେଟ ସିନକୁ ନେଇ ।
ସେ ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ ମେ 28କୁ 'ନ୍ୟାସନାଲ ମାଷ୍ଟରବେଶନ ଡେ' ପାଳନ କରାଯିବାର କଥା କୁହାଯାଇଛି । ରାକ୍ଷୀ ଭିଡିଓରେ କହିଛନ୍ତି କି ସ୍ବରା ଫିଲ୍ମ 'ଭିରେ ଦେ ୱେଡିଂ'ରେ ଏତେଥର ମାଷ୍ଟରବେଶନ କରିଥିଲେ ଯେ ବର୍ତ୍ତମାନ ତାହା ପାଇଁ ସ୍ପେଶାଲ ଡେ ପାଳନ କରାଯାଉଛି ।